Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ତିନି ଦଫା ଦାବି ନେଇ ପଛୁଆ ଅଞ୍ଚଳ ବିକାଶ ସଂଗ୍ରାମ ପରିଷଦ କଳାହାଣ୍ଡି ପକ୍ଷ ରୁ ଏ ଫ ସି ଆଇ ଘେରାଉ

35 0

କେସିଙ୍ଗା :(ପୀତେଶ ପଟେଲ)ବିଗତ ଦୁଇ ବର୍ଷ ହେଲାଣି କୋରୋନା ମହାମାରୀ ପରେ ଚାଷୀ ମାନଙ୍କ ର ଆର୍ଥିକ ମାନଦଣ୍ଡ ବହୁତ ଖରାପ୍ ନିଜ ଗୋଡ଼ରେ ଠିଆ ହୋଇ ପାରୁନାହିଁ ଚାଷୀ ଭାଇ ସେମାନଙ୍କ ଉନ୍ନତି ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏ ଫ ସି ଆଇ ଠାରେ କଳାହାଣ୍ଡି ଜିଲ୍ଲା ପଛୁଆ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ପରିଷଦ ସଭାପତି ସାମନ୍ତ ଖମାରୀ ଙ୍କ ନେତୃତ୍ୱରେ ଜିଲ୍ଲା ର ଶହ ଶହ ସଂଖ୍ୟାରେ ଚାଷୀ ମାନେ ପ୍ରଥମେ କେସିଙ୍ଗା ଆମ୍ବାଜି ମନ୍ଦିର ଠାରୁ ଏକ ବିଶାଳ ରେଲି ବାହାରି ତାଙ୍କର ତିନି ଦଫା ଦାବି ନେଇ କେସିଙ୍ଗା ଏଫ ସି ଆଇ ପରିସରରେ ଏକତ୍ରିତ ହୋଇଥିଲେ ।

ପ୍ରଧାନ ମନ୍ତ୍ରୀ ଙ୍କ ନିକଟକୁ ଦାବୀ ପତ୍ର ଏ ଫ ସି ଆଇ ଜରିଆରେ ପ୍ରେରଣ କରିଛନ୍ତି।ଦାବିଗୁଡିକୁ ହେଲା_ଧାନ ର ସର୍ବ ନିମ୍ନ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୦୦୦ଟଙ୍କା ଓ,କପା ର ସର୍ବ ନିମ୍ନ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୧୨୦୦୦ ଟଙ୍କା କରାଯାଇ ସମସ୍ତ ଚାଷୀ ଭାଇ ମାନଙ୍କୁ ବିମା ଅନ୍ତର୍ଭୁକ୍ତ କରି ଚାଷୀ ମାନଙ୍କୁ ଉଚିତ୍ ସମୟ ରେ ପ୍ରାପ୍ୟ ପ୍ରଦାନ କରାଯାଉ ପ୍ରଭୃତି ଦାବୀ ଉପସ୍ଥାପନ କରିଛନ୍ତି ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣା ପୌରାଧୀୟକ୍ଷା ସଂଯୁକ୍ତା ବେହେରା,କେସିଙ୍ଗା ନଗର ପାଳ ନୂର୍ପ ରାଜ ଯାଦବ,କେସିଙ୍ଗା ବ୍ଲକ୍ ଚେର ମେନ୍ ଚନ୍ଦନ ସେନାପତି,ସୂର୍ଯ୍ୟ ଦାସ,ସୁରେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ଏକ ରାଜନୈତିକ ରେଲି ଓ କୃଷକ କଲ୍ୟାଣ ଯୋଜନାର ନା ରେ କୃଷକ ମାନଙ୍କୁ ଭ୍ରମିତ କରି ବିଜେଡିର ପାର୍ଟିର ଏକ ଚାଳ ବଲି ପ୍ରତିକିୟା ଦେଇଛନ୍ତି କେସିଙ୍ଗା ବିଜେପିର ନଗର ସଭାପତି ମଗନ ସିନ୍ଦୂର।

Related Post

ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ ଦୁର୍ନୀତି ଗ୍ରସ୍ତ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

Posted by - November 22, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ଯାଜପୁର ବିଂଝାରପୁର ବ୍ଲକ ମନରେଗା କାମ ରେ ମହାଘୋଟାଲା ଘଟଣା ରେ ଦୁର୍ନୀତି ଗ୍ରସ୍ତ ଙ୍କ ଠାରୁ ଜରିମାନା…

ସରକାର ଙ୍କ ଜନ ବିରୋଧୀ ବିଲ୍ ପାରିତ ପ୍ରତିବାଦ ରେ ନୀଳଗିରି ରେ ବନ୍ଦ ପାଳନ ।

Posted by - November 27, 2020 0
ନୀଳଗିରି :(ସୌମ୍ୟାସାଇ ବାରିକ) ଚଳିତ ଶୀତ କାଳୀନ ଅଧିବେଶନ ରେ, ସରକାର ଙ୍କ ତାନାସାହି ମନୋବୃତ୍ତି ଓ ଜନ ବିରୋଧି ବିଲ୍ କୁ ସ୍ଵୀକୃତି ଦିଆ ଯାଇଥିବା ପ୍ରତିବାଦ…

ଜବର ଦଖଲ କାରୀଙ୍କ କବ୍ଜା ରେ ସରକାରୀ ଆୟୁର୍ବେଦିକ ଦିସ୍ପେନସରି ଓ ଗୋଷ୍ଠୀ ଗୃହ

Posted by - March 5, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ରୁ ଆସିଛି ସାଂଘାତିକ ଅଭିଯୋଗ ଗାଁ ରେ ୧୯୯୪ ମସିହା ଠାରୁ ଏକ ଆୟୁର୍ବେଦିକ ଦିସ୍ପେନସରି…

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ…

ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଓଡିଶା ର ପାଞ୍ଚ ମୁଖ୍ୟ ସଚିବ

Posted by - July 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଓଡିଶା ର ପାଞ୍ଚ ମୁଖ୍ୟ ସଚିବ ଆସି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ, RCD ହାଇ ସ୍କୁଲ, ସାନ ଡାଇବେଟା…