ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ

84 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ l ବୌଦ୍ଧ,, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକ ର ଘରୋଇ ବସ ମାଲିକ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l

ଫୁଲବାଣୀ ର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧ ର ସେକ ସମିମୁଲ୍ଲା ଙ୍କ ସମେତ ପ୍ରାୟ ତିରିଶ ଜଣ ପ୍ରତିନିଧି ଏହି ବୈଠକ ରେ ଯୋଗ ଦେଇଥିଲେ l ଏହି ବୈଠକ ରେ ବସ ଚଳା ଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା l କଟକ ଘରୋଇ ବସ ସଂଘ ର ସଭାପତି ଅଜୟ ବାରିକ ଙ୍କ ଅକାଳ ବିଯୋଗ ରେ ଏହି ବୈଠକ ରେ ଶୋକ ପ୍ରକାଶ କରାଯାଇଥିଲା l

Related Post

ଓଡିଶା ଅଙ୍ଗନୱାଡ଼ି ୱାରକର୍ସ ଆସୋସିଏସନ୍ ର ବୈଠକ

Posted by - October 31, 2022 0
ରାୟଗଡା  : (ଅଞ୍ଜନ କୁମାର ନାଏକ) ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର କାଶୀପୁର ବ୍ଳକ ସମ୍ପାଦିକା…

କରୋନା ଭାଇରସର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ

Posted by - March 14, 2020 571
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ କରୋନା ଭାଇରାସର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଖପ୍ରାଖୋଲ ତହସିଲ ରେ ଯୋଗ ଦେଲେ ତିନି ରାଜସ୍ୱ ନିରୀକ୍ଷକ

Posted by - April 10, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ରେ ତିନିଜଣ ନୂତନ ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିବା ଜଣାଯାଇଛି । ତହସିଲ ଅଞ୍ଚଳରେ ୬ ଟି…

ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇ ଥିବାରୁ ଚାଷୀମୁଣ୍ଡରେ ପଡିଛି ଚଡକ

Posted by - October 21, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ବର୍ତ୍ତମାନ ଧାନ ପାଚିବା ଆରମ୍ଭ ହୋଇଥିବା ବେଳେ ହାତୀ ପଲ ଆସି ଫସଲ ନଷ୍ଟ କରିଦେଇ ଥିବାରୁ ଚାଷୀମୁଣ୍ଡରେ ଚଡକ…