ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ

166 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପୁରୁଣାକଟକ ଠାରେ ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ l ବୌଦ୍ଧ,, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକ ର ଘରୋଇ ବସ ମାଲିକ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ l

ଫୁଲବାଣୀ ର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧ ର ସେକ ସମିମୁଲ୍ଲା ଙ୍କ ସମେତ ପ୍ରାୟ ତିରିଶ ଜଣ ପ୍ରତିନିଧି ଏହି ବୈଠକ ରେ ଯୋଗ ଦେଇଥିଲେ l ଏହି ବୈଠକ ରେ ବସ ଚଳା ଚଳ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା l କଟକ ଘରୋଇ ବସ ସଂଘ ର ସଭାପତି ଅଜୟ ବାରିକ ଙ୍କ ଅକାଳ ବିଯୋଗ ରେ ଏହି ବୈଠକ ରେ ଶୋକ ପ୍ରକାଶ କରାଯାଇଥିଲା l

Related Post

ଜନ ଆରୋଗ୍ୟ ସମିତି ଗଠନ

Posted by - August 25, 2021 0
ସୋନପୁର: (ଅଜିତ୍ କୁମାର ପୂଜାରୀ)ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଖରଜୁରା ସ୍ଵାସ୍ଥ୍ୟ ଉପକେନ୍ଦ୍ର ଓ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ…

ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ

Posted by - July 14, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ଅସହ୍ୟ ଜାଡ ଯୋଗୁ ବୁଲା ବିକାଳୀଙ୍କ ମୃତ୍ୟୁ

Posted by - December 23, 2021 0
ରାୟଗଡା:(ରମାକାନ୍ତ ପଡ଼ାଲ)ଜାଡ଼ ରେ ଚାଲିଗଲା ଜଣେ ଯୁବକ ଙ୍କ ଜୀବନ । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଆମ୍ବାଦଳା ଟାଉନ ସମୀରଣ ମାର୍କେଟ କମ୍ପ୍ଲେସ ବାରଣ୍ଡା…

ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - January 8, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ…

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଯାପିତ

Posted by - January 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ…