ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ୧ମୃତ ୨ ଗୁରୁତର

136 0

ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କନ୍ଧ ମଞ୍ଜୁରୁକୁପା ନିକଟ ରାଜ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ଓ ଏକ ଆଇଚର ମଧ୍ୟରେ ମୁହାମୁହିଁ ଧକା ବେଳେ ମଝିରେ ଫସିଗଲ ବାଇକ।

ଘଟଣା ସ୍ଥଳରେ ବାଇକ ଆରୋହି ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡ଼ା ମେଡ଼ିକାଲ କୁ ପଠାଇ ଛନ୍ତି। ଦୁଇ ଜଣଙ୍କର ପ୍ରାଥମିକ ଚିିକିତ୍ସା ଚାଲିଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଜଣା ପଡ଼ିଛି ମୃତକ ଜଣଙ୍କ ଭବାନୀ ପାଟଣା ସମ୍ଭୁନଗର ପଡ଼ାର ଅଜୟ ସାସ୍ମଲ୍ ବୋଲି ଜଣା ପଡିଛି

Related Post

ଅନୁଗୁଳ ରେ ଭାରତ ବନ୍ଦ ର ପ୍ରଭାବ

Posted by - January 8, 2020 0
ଅନୁଗୁୁୁଳ:(ମହେସ ଭୋମ ରାଜ)ଶଶକେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜିଲ୍ଲା କଂଗ୍ରେସ କମିଟିର ପୂର୍ଣ୍ଣ ସମର୍ଥନରେ ନାଲକୋରେ ବନ୍ଦ ର ପ୍ରଭାବ;ଜାନୁଆରୀ ୮ ତାରିଖ ଭାରତ ବନ୍ଦ ଡାକରା…

ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ

Posted by - September 22, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଗ୍ରାମ ପଞ୍ଚାୟତର ସିଆଡୁଲି ଗ୍ରାମରେ ଜନ ସମର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

Posted by - May 28, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର…

ବ୍ଲକ ସ୍ତରୀୟ ପରାମର୍ଶ ତଥା ନିଯୁକ୍ତି ମେଳା ଅନୁଷ୍ଠିତ

Posted by - November 12, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ବ୍ଲକ କାର୍ଯାଳୟ ଠାରେ ବ୍ଲକ ସ୍ତରୀୟ ପରାମର୍ଶ ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର…

ଭର୍ଛୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

Posted by - January 19, 2022 0
ଆମାଲକାନଗିରି:(ଅବଦୁଲ ଗନି)ଜି କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର…