Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା

133 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସ୍ଥାୟୀ ନିଯୁକ୍ତି ଦାବିରେ ଓଡିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଚାଲିଥିବା କଳାବ୍ୟାଚ ପରିଧାନ ପରେ ଆସନ୍ତା 26 ତାରିଖ ରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବାକୁ ନିଷ୍ପତ୍ତି ହୋଇଛି।

ଏ ନେଇ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆଉଟ ସୋରସିଂ କର୍ମଚାରୀ ଏକାଠି ହୋଇ ପ୍ରତିବାଦ କରିଥିଲେ। ବାରମ୍ବାର ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପରେ କୌଣସି ଲାଭ ନ ମିଳିବାରୁ ସଙ୍ଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related Post

ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ଦିବସ ସମାରୋହ ଅନୁଷ୍ଠିତ

Posted by - September 5, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସର୍ଗିଗୁଡ଼ା ସ୍ଥିତ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶିକ୍ଷକ ଦିବସ ସମାରୋହ ପାଳିତ ହୋଇଯାଇଅଛି। ବିଶ୍ୱ ବିଦ୍ୟାଳୟର…

ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Posted by - September 3, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ  ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।…

ବିକାଶ ଶିକ୍ଷାନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

Posted by - March 27, 2023 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଭବାନୀପାଟଣା ବିକାଶ ଶିକ୍ଷାନୁଷ୍ଠାନରେ ରବିବାର ବିକାଶ ମେଧାବୀ ପରୀକ୍ଷା 2023 -24 ଅନୁଷ୍ଠିତ ହୋଇଯାଇଛି l ଉଭୟ ସିବିଏସଇ ଓ ସିଏଚଏସଇ ବର୍ଗ ପାଇଁ…

ବାଳାଶ୍ରମର ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି

Posted by - January 1, 2020 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ )ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି । ଯାଜପୁର ବାଳାଶ୍ରମ…

ଚାଷି ସମସ୍ୟାର ସମାଧାନ ପାଇଁ ସ୍ପଷ୍ଟିକରଣ ଦାବୀ କଲା ଓଡିଶା ରାଜ୍ୟ କୃଷକ ସଂଗଠନ

Posted by - November 18, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲାରେ ଚଲିତ ଖରିଫ ରୁତୁରେ ଧାନବିକ୍ରି ପଞ୍ଜିକରଣ ଚକବନ୍ଦି ହୋଇଥିବା ଗ୍ରାମରେ ଚକପଟ୍ଟା ଦିଆଯାଇଥିବା ଜମି ଦଖଲ ଦିଆନଯିବାରୁ ସେଠାରେ ଦଖଲ ମୁତାବକ ଜଲସେଚିତ ଧାନଚାଷ…