Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା

75 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସ୍ଥାୟୀ ନିଯୁକ୍ତି ଦାବିରେ ଓଡିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଚାଲିଥିବା କଳାବ୍ୟାଚ ପରିଧାନ ପରେ ଆସନ୍ତା 26 ତାରିଖ ରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବାକୁ ନିଷ୍ପତ୍ତି ହୋଇଛି।

ଏ ନେଇ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆଉଟ ସୋରସିଂ କର୍ମଚାରୀ ଏକାଠି ହୋଇ ପ୍ରତିବାଦ କରିଥିଲେ। ବାରମ୍ବାର ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପରେ କୌଣସି ଲାଭ ନ ମିଳିବାରୁ ସଙ୍ଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related Post

ଲମ୍ବମରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

Posted by - July 27, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ R.I ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ…

ସମାଜସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର ସଭାପତିଙ୍କ ୮୫ ତମ ଜନ୍ମଦିବସ ପାଳିତ

Posted by - June 24, 2021 0
ବାରଙ୍ଗ :(ସନ୍ତୋଷ ରାଉତ )ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମରେ ପବିତ୍ର ସ୍ନାନପୂଣ୍ଣିମା ରେ ଜନ୍ମିତ ସମାଜ ସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର…

ଖପ୍ରାଖୋଲ ରେ ନିରନ୍ତର କୃଷି ସମ୍ପର୍କିତ ତାଲିମ ଶିବିର

Posted by - August 31, 2022 0
ଖପ୍ରାଖୋଲ: ୩୦/୦୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏଫ୍ ଇ ଏସ ଭୁବନେଶ୍ୱର ତରଫରୁ ନିରନ୍ତର କୃଷି ସମ୍ପର୍କିତ ତାଲିମ…

ବିତନା ଅର୍ବାନ ପେଟ୍ରୋଲ ପମ୍ପ ବିରୋଧ ରେ ଆସିଥିବା ଅନିୟମିତତା ର କୌଣସି ସତ୍ୟତା ନାହିଁ:- ଭାରତ ପେଟ୍ରୋଲିୟମ

Posted by - August 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର  ବିତନା ଅର୍ବାନ ପେଟ୍ରୋଲ ପମ୍ପ ବିରୋଧ ରେ ଆସିଥିବା ଅନିୟମିତତା ର କୌଣସି ସତ୍ୟତା ନାହିଁ। ଏ…

ସୋନପୁର ସହରରେ ଜବର୍ ଦଖଲ ଉଚ୍ଛେଦ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର ସହରର ନଳିନୀଛକ ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପେକ୍ସ ନିର୍ମାଣ ସକାଶେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ…