ରାଜ୍ୟ ସ୍ତରୀୟ ସୁରଭି ୨୦୨୨ରେ ୨ୟ ସ୍ଥାନ ଅଧିକାର କରିଥିବା ଧବଳେଶ୍ୱର ବିଦ୍ୟାଳୟର୭ ଜଣ ଛାତ୍ରୀ ସମ୍ବର୍ଦ୍ଧିତ

26 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ରାଜ୍ୟ ସ୍ତରୀୟ ସୁରଭି ୨୦୨୨ ରେ ଟିଟିଲାଗଡ଼ ଧବଳେଶ୍ବର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ସମସ୍ତ ୭ ଜଣ ଛାତ୍ର ଛାତ୍ରୀ ସାଚି ପଟ୍ଟନାୟକ, ସ୍ୱାତି ଘିବେଲା, ସାଇନି କୁମ୍ଭାର, କେ ୱାନି, ପ୍ରିୟଙ୍କା ମହାନନ୍ଦ, ଜିନା ପାତ୍ର, ବିନିତ କୁମାର ବାଗଙ୍କୁ ବାଳିକା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆର୍ତ୍ତତ୍ରାଣ ରଥ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ ଉପସ୍ଥିତ ଥିଲେ l ସଂଘର ସଭାପତି ଶ୍ରୀ ପଞ୍ଚାନନ ଗଡତ୍ୟା, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ l

ସଂଘର କର୍ମକର୍ତ୍ତା ଶ୍ରୀ ସର୍ବଶ୍ରୀ ରଞ୍ଜନ ଚାନ୍ଦ, ଭିଲୁ ଦାଶ, ଖଗେଶ୍ୱର ପୃଷ୍ଟି, ସତ୍ୟନାରାୟଣ ମଟାରି, ରାମଗୋପାଳ ମାହାତୋ, ନିତ୍ୟାନନ୍ଦ ହୋତା, ସଞ୍ଜୟ ସରାବ, ଅଶ୍ୱିନୀ ରଥ, ବିଜେନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ ତ୍ରିପାଠୀ, ହେମାକାନ୍ତ ନାଗ, ଅନିଲ ତ୍ରିପାଠୀ, ସୁନୀଲ ହରପାଲ, ରଜତ ଛତର, ଥରିନ୍ଦ୍ର ବାଗ, ଗଗନ ବାଗ ସହଯୋଗ କରିଥିଲେ l ଶେଷରେ ଶ୍ରୀ ପଞ୍ଚାନନ ଗଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ହରଭଙ୍ଗା ନୋଡାଲ ହାଇସ୍କୁଲରେ ଇ-କଣ୍ଟେଣ୍ଟ ତାଲିମ ଶିବିର

Posted by - January 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଡ଼ ଉଦୟନାଥ ମାଝିଙ୍କ ନିର୍ଦ୍ଧେଶ ମୁତାବକ ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭେତି ତରଫରୁ ଏକ ଦିବସୀୟ ଇ-କଣ୍ଟେଣ୍ଟ ତାଲିମ…

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଧେଶକ

Posted by - June 3, 2020 0
ଯାଜପୁର ଅଫିସ ତା. ୩/୬ : ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ…

ଖପ୍ରାଖୋଲ ରେ ସିଆରପିଏଫ ର ସ୍ଥାପନା ଦିବସ ପାଳିତ

Posted by - March 4, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ସିଆରପିଏଫ ୧୮୯ ବ୍ଯାଟେଲିଏନ କାର୍ୟ୍ଯାଲୟ ପରିଷରରେ ସିଆରପିଏଫ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ୟ୍ଯକ୍ରମ ରେ…

୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

Posted by - December 18, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା ବିଦ୍ୟାଳୟ ପରିସରରେ ୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Posted by - October 13, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ,) ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର…