Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ରାଜ୍ୟ ସ୍ତରୀୟ ସୁରଭି ୨୦୨୨ରେ ୨ୟ ସ୍ଥାନ ଅଧିକାର କରିଥିବା ଧବଳେଶ୍ୱର ବିଦ୍ୟାଳୟର୭ ଜଣ ଛାତ୍ରୀ ସମ୍ବର୍ଦ୍ଧିତ

93 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ରାଜ୍ୟ ସ୍ତରୀୟ ସୁରଭି ୨୦୨୨ ରେ ଟିଟିଲାଗଡ଼ ଧବଳେଶ୍ବର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ସମସ୍ତ ୭ ଜଣ ଛାତ୍ର ଛାତ୍ରୀ ସାଚି ପଟ୍ଟନାୟକ, ସ୍ୱାତି ଘିବେଲା, ସାଇନି କୁମ୍ଭାର, କେ ୱାନି, ପ୍ରିୟଙ୍କା ମହାନନ୍ଦ, ଜିନା ପାତ୍ର, ବିନିତ କୁମାର ବାଗଙ୍କୁ ବାଳିକା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆର୍ତ୍ତତ୍ରାଣ ରଥ ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିରାମ ମାଝୀ ଉପସ୍ଥିତ ଥିଲେ l ସଂଘର ସଭାପତି ଶ୍ରୀ ପଞ୍ଚାନନ ଗଡତ୍ୟା, ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ l

ସଂଘର କର୍ମକର୍ତ୍ତା ଶ୍ରୀ ସର୍ବଶ୍ରୀ ରଞ୍ଜନ ଚାନ୍ଦ, ଭିଲୁ ଦାଶ, ଖଗେଶ୍ୱର ପୃଷ୍ଟି, ସତ୍ୟନାରାୟଣ ମଟାରି, ରାମଗୋପାଳ ମାହାତୋ, ନିତ୍ୟାନନ୍ଦ ହୋତା, ସଞ୍ଜୟ ସରାବ, ଅଶ୍ୱିନୀ ରଥ, ବିଜେନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ ତ୍ରିପାଠୀ, ହେମାକାନ୍ତ ନାଗ, ଅନିଲ ତ୍ରିପାଠୀ, ସୁନୀଲ ହରପାଲ, ରଜତ ଛତର, ଥରିନ୍ଦ୍ର ବାଗ, ଗଗନ ବାଗ ସହଯୋଗ କରିଥିଲେ l ଶେଷରେ ଶ୍ରୀ ପଞ୍ଚାନନ ଗଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ

Posted by - August 13, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ…

ବୁଟୁପାଲି ନିକଟରେ ଥିବା ସୁଧାର ଗୃହ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

Posted by - June 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ସହର ସ୍ଥିତ ବୁଟୁପାଲି ସୁଧାର ଗୃହ ପରିଦର୍ଶନ କରିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା ,ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ବିଭିନ୍ନ…

ଡ଼ଃ କମଲ ଲୋଚନ ମିଶ୍ର ଙ୍କ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ

Posted by - November 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଡ଼ଃ କମଲ ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡ଼ଃ ମିଶ୍ର ନବରଙ୍ଗପୁର ରେ ପହଞ୍ଚିବା ପରେ ନବରଙ୍ଗପୁର ର…

ଯାଜପୁର ସଦର ମହକୁମାରେ ନିଳାଚଳ ବଂଚାୟ ମିଳିତ ମଂଚ ପକ୍ଷରୁ ଗଣ ବିକ୍ଷୋଭ

Posted by - February 8, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ରାଷ୍ଟାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ କାରଖାନାରୁ ପୁଂଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ରସରକାର…

ଜାମଟିକରାରେ ଭିଜିଲାନ୍ସର ବନ୍ୟା ବିଭାଗ ପକ୍ଷରୁ ଚଢ଼ାଉ ୨୫୦ ସିଏଫଟି କାଠ ଜବତ

Posted by - December 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଜାମଟିକରା ଗାଁ ରେ ଓଡ଼ିଶା ଭିଜିଲାନ୍ସ ର ଫରେଷ୍ଟ ୱିଙ୍ଗ ପକ୍ଷରୁ ଚଢ଼ାଉ। ଏହି ଚଢ଼ାଉ ବେଳେ ବେଆଇନ…