Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଉଦଯାପିତ ହେଲା ୭ ଦିନିଆ ବିଶାଳ ପ୍ରାକୃତିକ ଚିକିତ୍ସା ଶିବିର

77 0

ସମ୍ବଲପୁର :୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଭାଲୁପାଲି ଛକ ସ୍ଥିତ ଦିବ୍ୟନୟନ ଯୋଗ ଓ ନେଚୋରୋପାଥି ବେଲେନ୍ତ୍ର ସେଣ୍ଟର ଠାରେ ଚାଳିଥିବା ୭ ଦିନିଆ ବିଶାଳ ପ୍ରାକୃତିକ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ପଞ୍ଚମ ରାଷ୍ଠିୟ ପ୍ରାକୃତିକ ଚିକିତ୍ସା ଦିବସ ଉପଳକ୍ଷେ ଏହି ନିଶୁଃଳ୍କ ଶିବିର ଟି ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହାର ଉଦଜାପନି ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏହାର ଉଦଯାପନି ସମାରୋହରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପଙ୍କଜ ପଟେଲ ମୁଖ୍ୟ ଅତିଥି , ପ୍ରଫେସର ସୁଦର୍ଶନ ପୁଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରାକୃତିକ ଚିକିତ୍ସା ଶିବିର ର ମହତ୍ୱ ଓ ଉପକାରିତା ଉପରେ ଆଳୋକପାତ କରିଥିଲେ ।

ଆଜିର ଉଦଯାପନି କାର୍ଯ୍ୟକ୍ରମ ରେ ଦିବ୍ୟନୟନ ଯୋଗ ଓ ନେଚୋରୋପାଥି ବେଲେନ୍ତ୍ର ସେଣ୍ଟର ତରଫରୁ ଡାକ୍ତର ଜୟଦେବ ମେହେର, ଡାକ୍ତର ଅନମୋଲ ଗୌଡ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର, ଅଶୋକ ଜାଲାନ,ବେଣୁଧର ତ୍ରିପାଠୀ ଙ୍କ ସମେତ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Related Post

କୋର୍ଟ ପରିସରରେ ଟିଟିଲାଗଡ ଓକିଲ ସଂଘ ତରଫରୁ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜିତ -୨୧୬ ଜଣ କରାଇଲେ ପରୀକ୍ଷା

Posted by - September 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓକିଲ ମାନଙ୍କ ପ୍ରତି ଲୋକଙ୍କ ଧାରଣା ଥାଏ ଯେ କୋର୍ଟରେ ଖାଲି କେଶ ଲଢ଼ିବା ଏମାନଙ୍କ କାମ, ଟିଟିଲାଗଡ଼ ଓକିଲ ସଙ୍ଘ ଲୋକଙ୍କୁ…

ଯାଜପୁର ଓ ଗଞ୍ଜାମ ଫେରନ୍ତା ଙ୍କୁ ଅନୁଗୋଳ ମନା । ଅାସିଲେ କ୍ୱାରେଣ୍ଟାଇନରେ ରହିବେ

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭ ଚିହ୍ନଟ ସଂଖ୍ୟା l ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାବ୍ୟକ୍ତ କରିଛନ୍ତି l ସୂଚନା…

ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଅଛି ।…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…

ଲରମ୍ଭା ମହାବିଦ୍ୟାଲୟରେ ବିଶ୍ୱ ଏଡସ ଦିବସ ପାଲିତ

Posted by - December 2, 2021 0
ବରଗଡ/ଅତାବିରା:ଡିସେମ୍ବର ୧ ତାରିଖ ବୁଧବାର ଦିନ ବିଶ୍ୱ ଏଡସ ଦିବସ ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଲୟଠାରେ ବିଶ୍ୱ ଏଡସ ଦିବସ ପାଲିତ…