Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଉଦଯାପିତ ହେଲା ୭ ଦିନିଆ ବିଶାଳ ପ୍ରାକୃତିକ ଚିକିତ୍ସା ଶିବିର

21 0

ସମ୍ବଲପୁର :୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଭାଲୁପାଲି ଛକ ସ୍ଥିତ ଦିବ୍ୟନୟନ ଯୋଗ ଓ ନେଚୋରୋପାଥି ବେଲେନ୍ତ୍ର ସେଣ୍ଟର ଠାରେ ଚାଳିଥିବା ୭ ଦିନିଆ ବିଶାଳ ପ୍ରାକୃତିକ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ପଞ୍ଚମ ରାଷ୍ଠିୟ ପ୍ରାକୃତିକ ଚିକିତ୍ସା ଦିବସ ଉପଳକ୍ଷେ ଏହି ନିଶୁଃଳ୍କ ଶିବିର ଟି ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହାର ଉଦଜାପନି ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏହାର ଉଦଯାପନି ସମାରୋହରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପଙ୍କଜ ପଟେଲ ମୁଖ୍ୟ ଅତିଥି , ପ୍ରଫେସର ସୁଦର୍ଶନ ପୁଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରାକୃତିକ ଚିକିତ୍ସା ଶିବିର ର ମହତ୍ୱ ଓ ଉପକାରିତା ଉପରେ ଆଳୋକପାତ କରିଥିଲେ ।

ଆଜିର ଉଦଯାପନି କାର୍ଯ୍ୟକ୍ରମ ରେ ଦିବ୍ୟନୟନ ଯୋଗ ଓ ନେଚୋରୋପାଥି ବେଲେନ୍ତ୍ର ସେଣ୍ଟର ତରଫରୁ ଡାକ୍ତର ଜୟଦେବ ମେହେର, ଡାକ୍ତର ଅନମୋଲ ଗୌଡ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର, ଅଶୋକ ଜାଲାନ,ବେଣୁଧର ତ୍ରିପାଠୀ ଙ୍କ ସମେତ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Related Post

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 212
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ମାନସିକ ବିକୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମେଡିକାଲ ଟିମ୍

Posted by - November 3, 2021 0
ବୌଦ୍ଧ : (ଚିତ୍ତ ରଂଜନ ସିଂ)ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ…

ପକ୍ଷାଘାତ ଓ ଏହାର କାରଣ ଜାଣିଲେ ଆପଣ କେବେ ଭି କରିବେନି ଏ ଭୁଲ

Posted by - June 5, 2019 0
ଶରୀରରେ ଗଭୀର ଆଘାତ ଲାଗିଲେ, ବିଷାକ୍ତ ଖାଦ୍ୟ ଖାଇଲେ ବା ଅନ୍ୟକୌଣସି ରୋଗର କାରଣରୁ ସ୍ନାୟୁର ଚଳନ ଶକ୍ତି ନଷ୍ଟହେଲେ ସହଜରେ ପକ୍ଷାଘାତ ରୋଗ ହୋଇଥାଏ ।…

ମନମୁଣ୍ଡା ଥାନାରେ ସ୍ବେଚ୍ଛା ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗ୍ରହ

Posted by - November 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ରେ ଏକ ସ୍ଵଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ପୋଲିସ ସୌଯ୍ୟନ୍ୟତା ରେ ଓ ମନମୁଣ୍ଡା ଥାନା ର…

ଆଶାକର୍ମୀଙ୍କୁ ପଲ୍ସ ଅକ୍ସିମିଟର ବଣ୍ଟନ

Posted by - June 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ନାଇକେନପାଲି ଗୋଷ୍ଠୀ ସ୍ଵସ୍ଥ୍ୟକେନ୍ଦ୍ର ଠାରେ ପଲ୍ସ ଅକ୍ସିମିଟର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର…