ଅଲ ଓଡିଶା କବାଡି ପ୍ରତିଯୋଗିତା ଉଦଘାଟିତ

25 0

ସମ୍ବଲପୁର: ୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଫାଟକ ଦୁର୍ଗାପୂଜା ମଣ୍ଡପ ପଡିଆ ଠାରେ ପ୍ରଥମ ଦିଲିପ ଚାନ୍ଦ ଅଲ ଓଡିଶା ରାଜ୍ୟ ସ୍ତରିୟ କବାଡି ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ୧୭ ଗୋଟି କବାଡି ଦଳ ଅଂଶଗ୍ରହଣ କରିଛନ୍ତି । ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କବାଡି ଖେଳକୁ ଅଧିକ ଲୋକପ୍ରିୟ ତଥା ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି କବାଡି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି ।

ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା କୁ ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ କବାଡି ମ୍ୟାଚ ଗୁଡିକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ଭିଡ ଦେଖାଦେଇଛି । ଆସନ୍ତା କାଳି ଏହି ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଟି ଉଦଯାପନୀ ହେବାର କାର୍ଯ୍ୟକ୍ରମ ରହିଛି ।

Related Post

ମୋଡ଼ିକେୟାର ପ୍ରୀମିୟର ଲିଗ୍, ମାମା ଏକାଦଶ ଟିମ ଚମ୍ପିୟାନ.

Posted by - March 22, 2022 0
ବାଲେଶ୍ଵର: ବସ୍ତା ବ୍ଲକ ଅମର୍ଡାରୋଡ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଅମର୍ଦାରୋଡ ବ୍ୟାଡମିନ ଆସୋସିଏସନ ପକ୍ଷରୁ ୫ ଦିନ ଧରି ଆୟୋଜିତ ହୋଇଥିବା ମୋଦିକେୟାର ପ୍ରୀମିୟର ଲିଗ୍ ଉଯାପିତ…

ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାଗ ନେବେ ଲାଲୁ, ଓଡିଶା କ୍ରୀଡ଼ାରେ ସ୍ରୁଷ୍ଟି କଲେ ଏକ ମାଇଲ ଖୁଣ୍ଟ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଲା ପ୍ରସାଦ ଭୋଇ ଓଡିଶା କ୍ରୀଡା ଜଗତରେ ସୃଷ୍ଟି…

ହାଟପଦା ପ୍ରିମିଅର ଲିଗ ସିଜନ ୩ ର ବିଜେତା ହେଲେ ପାୱାର ହିଟର

Posted by - January 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଜାନୁଆରୀ ତିନ ତାରିଖରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ହାଟପଦା ରୟାଲ କ୍ରିକେଟ କ୍ଳବ ତରଫରୁ ହାଟପଦା ପ୍ରୀମିଅର ଲିଗ ସିଜନ…

ପଦ୍ମପୁରମହାଲକ୍ଷ୍ମୀ ଫୁଟବଲଟୁର୍ଣ୍ଣାମେଣ୍ଟ;ଜଡ଼ିଚ଼ାତରଚାମ୍ପିଅନ

Posted by - October 9, 2019 237
କେନ୍ଦୁଝର,୯/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମାଞ୍ଚଳ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ୮ଟି ଦଳ…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣା ମ୍ୟାଣ୍ଟ ଉଦଯାପିତ,ଜୁରାବନ୍ଧ ବିଜୟୀ

Posted by - December 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତରେ ବଲାଙ୍ଗୀର ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ ଜୁରାବନ୍ଧ କପିଲେଶ୍ବର ଯୁବକ ସଂଘ ଏବଂ ଇଲେଭେନ ଷ୍ଟାର ମିଳିତ…