କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ୍ ରେ ଭତା ବଣ୍ଟନ ଏବଂ ଭିଭିନ୍ନ ପ୍ରକଳ୍ପ ଉଦଘାଟନ

26 0

ବୋରିଗୁମା:୧୮ /୧୧ (ଏସ . ସୁନ୍ଦରମ ) ; କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ ରେ ଭତା ବଣ୍ଟନ ଏବଂ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ହେଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟିକା ଶ୍ରୀ ମତୀ ପଦ୍ମିନୀ ଦିଆନ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲକା କୋରାପୁଟ ଜିଲ୍ଲା, ଆଦିବାସୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଚନ୍ଦ୍ର ଶେଖର ମାଝୀ ,ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ଚନ୍ଦ୍ର ବିଡିକା କୋଟପାଡ଼ ବିଧାୟିକା ଙ୍କ ପ୍ରତିନିଧି ନରେନ୍ଦ୍ର ବିଷୋୟୀ କାର୍ଯ୍ୟ କାରୀ ସଭାପତି ରମେଶ ବିଷୋୟୀ ଉପସ୍ଥିତ ଥିଲେ ।

ଆଉଁଳି ପଂଚାୟତ ରେ ୩୩୩  ଜଣ ଭତ୍ତା ବଣ୍ଟନ କରିଥିଲେ ।ଆଉଁଳି ରେ ମିଶନ ଶକ୍ତି ଫୂଡ଼ କୋର୍ଟ ,ସସହାଣ୍ଡି ରେ ଟସର ୟୁନିଟ, କଣା ଗାଁ ରେ ଗୋଷ୍ଟି ମଣ୍ଡପ ଉଦ୍ଘାଟନ କରିଥିଲେ ।ଏହି ଉଦ୍ଘାଟନ ଅବସରରେ ଗୋଷ୍ଟି ଉନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା, ଏଇ ସତ୍ୟ ନାରାୟଣ ସେଠି ,ସମସ୍ତ ପିଓ ,ଜେଇ ପ୍ରତିଭ। ପୋଢ଼,ବିଜେଡି ଯୁବ ସଭାପତି ପ୍ରଣବ ସାହୁ,ନରେନ୍ଦ୍ର ଗୌଡ଼,ସମସ୍ତ ସରପଞ୍ଚ, ସମିତି ମେମ୍ବର ,ବ୍ଲକ ମହିଳା ସଭାପତି କୁନ୍ଦ ଗଡବା,ଜିଲା ଉପ ସଭାପତି ରଞ୍ଜିତା ବିଶୋଇ ପ୍ରମୂଖ ଉପସ୍ଥିତ ଥିଲେ ।

Related Post

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବୌଦ୍ଧ ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି l ଶ୍ରୀ ପଟ୍ଟନାୟକ ଆଜି ସକାଳ 8.30…

ଶିଶୁ ଚାଲାଣ ମୁକ୍ତ ଭାରତ ଶିର୍ଶକ ଆଲୋଚନାଚକ୍ର ଅନୁଷ୍ଠିତ

Posted by - January 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଆଙ୍କୁଲାସ୍ଥିତ କପିଂ ଅନୁଷ୍ଠାନ ପରିସରରେ ଶିଶୁ ଚାଲାଣ ମୁକ୍ତ ଭାରତ ଶିର୍ଶକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ…

ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ ଏବଂ ବୃକ୍ଷରୋପଣ

Posted by - June 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଶନିବାର ବିଶ୍ବ ପରିବେଶ ଦିବସ ପାଳନଅବସରରେ ପ୍ରମୁଖ ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ବେସରକାରୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ,ପୁନେ ମହାରାଷ୍ଟ୍ରର ଓଡିଶା ଶାଖା…

କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘର ବୈଠକ

Posted by - March 24, 2020 360
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ । ଜିଲାର ୧୦ ଟିବ୍ଲକ ଓ ଦୁଇଟି ପୌରପାଳିକା ରେ ସଂପୁର୍ଣ୍ଣ ବନ୍ଦ…

ପରିତ୍ୟକ୍ତ କୂଅରେ ପଡି ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

Posted by - September 15, 2021 0
ସୋନପୁର୍:(ଅଜିତ୍ କୁମାର ପୁଝାରୀ)ଅଜିତ୍ କୁମାର ପୁଝାରୀସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଂଚାୟତ ଆନନ୍ଦପୁର ଗାଁରେ ଘଟିଛି ଅଘଟଣ I ଏକ ପରିତ୍ୟକ୍ତ କୂଅରେ ପଡି ଗୋଟିଏ…