ତ୍ରିଧା ମ୍ୟୁଜିକ ପକ୍ଷରୁ ଅକ୍ଷୟ ମହାନ୍ତି ସ୍ମୃତିସନ୍ଧ୍ୟା ଅନୁଷ୍ଠିତ 

43 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ ତ୍ରିଧା ମ୍ୟୁଜିକ ପକ୍ଷରୁ ଅକ୍ଷୟ ମହାନ୍ତି ସ୍ମୃତିସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ରାଧରମଣ ଦାସ ଯୋଗ ଦେଇ ଅକ୍ଷୟ ମହାନ୍ତି ଓଡ଼ିଆର ଗର୍ଵ ଗୌରବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବହୁ ବରିଷ୍ଠ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଅକ୍ଷୟ ମହାନ୍ତିଙ୍କ ବହୁ ପୁରୁଣା ଗୀତକୁ କଳାକାର ମାନେ ପରିବେଶଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁରର ବହୁ ବୁଦ୍ଧିଯିବି,ବରିଷ୍ଠ ନାଗରିକ ଏବଂ ଅକ୍ଷୟ ପ୍ରେମୀ ମାନେ ଉପସ୍ଥିତ ରହି ଖୋକା ଭାଇଙ୍କ ସୁମଧୁର ଗୀତକୁ ଉପଭୋଗ କରିଥିଲେ।

Related Post

ବୌଦ୍ଧ ବ୍ଲକରେ କଳାକାର ମାନଙ୍କର ଚୟନ ପ୍ରକ୍ରିୟା

Posted by - December 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଆବେଦନକାରି ଙ୍କ ସାମର୍ଥ୍ୟ ପରୀକ୍ଷା ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅଦ୍ୟ ତା.17.12.2021 ରିଖ ଦିନ…

ସୋସିଆଲ୍‌ ମିଡିଆରେ ବୁଲିଲା ଜମ୍ପ୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ JumpForBhubaneswarChallenge is breaking the Internet!

Posted by - December 4, 2018 0
ଭୁବନେଶ୍ବର : ସୋସିଆଲ୍‌ ମିଡିଆରେ ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ର ସୁଅ ଛୁଟିଛି। ହକି ବିଶ୍ବକପ୍‌ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ…

୨ ମାସ ପର୍ଯ୍ୟନ୍ତ ମାଗଣାରେ ଟିଭି ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

Posted by - March 31, 2020 512
ଭୁବନେଶ୍ୱର ୩୧।୦୩: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ ଡାଉନ୍ । ସେଥିପାଇଁ ସମସ୍ତେ ଏବେ ଘରେ ।ଲୋକେ ଘରେ ରହି ବୋର୍‌ ନ…

ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କ୍ଷୁଦ୍ର ଚଳଚିତ୍ର ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଶିକ୍ଷକ…