ସ୍ୱଚ୍ଛତା ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା

40 0

ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାରାୟଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱଛତା ପକ୍ଷ ବିଷୟରେ ଏକ ସାଧାରଣ ଜ୍ଞାନ ((GK ) ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଛି l

ଏହି ପ୍ରତିଯୋଗିତା ରେ ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସଂଗୀତା ଚୌଧୁରୀ, ବ୍ଲକ ପ୍ରୋଗ୍ରାମ ଅଫିସର ପ୍ରିୟରଞ୍ଜନ ସାହୁ ଓ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ l ଶେଷରେ ପ୍ରତିଯୋଗିତା ରେ ଉତିନ୍ନ ଛାତ୍ର ଛାତ୍ରୀ ମାନଙ୍କୁ ଡାକ୍ତର ସଂଗୀତା ଚୌଧୁରୀ,ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରିୟ ରଞ୍ଜନ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

 

Related Post

କୋଇଲିସୂତାରେ ୩୧ତମ ଦୁର୍ଗା ପୂଜା ପାଳିତ

Posted by - October 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର “ତ୍ରିବେଣୀ ଛକ “ବସଷ୍ଟାଣ୍ଡ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଳିତ ହୋଇଛି!ଦୀର୍ଘ ୩୧…

ଅଜଣା ଗାଡ଼ି ଧକ୍କାରେ ୪ଟି ଗୋରୁଙ୍କ ମୃତ୍ୟୁ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଠିଡିକାଜୋର୍ ନିକଟରେ 4 ଗୋଟି ଗୋରୁ ଗାଈଙ୍କ ମୃତ୍ୟୁ ଘଟିଥିବା…

ହରଭଙ୍ଗା ବ୍ଳକରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Posted by - June 7, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ସୋମବାର ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ…

‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍ ଈଣ୍ଟରନ୍ୟାସନାଲ୍ ପ୍ରାଙ୍ଗଣ ରେ ଅନୁଷ୍ଠିତ

Posted by - July 28, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସେବାସଂସ୍ଥା , ରୋଟାରୀ କ୍ଳବ୍ , ଉମରକୋଟ ର ‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍…