କପସିପାଲି ରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

20 0

ଖପ୍ରାଖୋଲ ୧୭/୧୧ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କପସିପାଲି ସେବାଶ୍ରମ ବିଦ୍ୟାଳୟ ପରିସରରେ ଚାଇଲ୍ଡ ଲାଇନ ଓ ଦି କଲ୍ୟାଣ ବଲାଙ୍ଗିର ମିଳିତ ଉଦ୍ୟମରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି ଅବସରରେ ଚାଇଲ୍ଡ ଲାଇନ ର ଟିମ୍ ଲିଡର ରଶ୍ମି ନାଏକ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଦି କଲ୍ୟାଣ ର ସମ୍ପାଦିକା ମିନାକ୍ଷୀ ପୁରୋହିତ, ତହସିଲ ବାଗ , ରାଜ ପଧାନ ପ୍ରମୁଖ ଶିଶୁ ଅଧିକାର,ବାଲ୍ୟ ବିବାହ ନିରୋଧ ଆଇନ , ପାକସୋ ଆଇନ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ ।

ଏହି ଅବସରରେ ଛାତ୍ରୀ ଛାତ୍ର ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

Related Post

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ NSS ଦିବସ ପାଳିତ

Posted by - September 24, 2021 0
ବୌଦ୍ଧ:( ଚିତରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେଜାତୀୟ ସେବା ଯୋଜନା (NSS ) ମହାବିଦ୍ୟାଳୟ ର ଅଧକ୍ଷ ଡା.…

ଜାତୀୟ ହସ୍ତତନ୍ତ ଦିବସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ ପାଳିତ

Posted by - August 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜାତୀୟ ହସ୍ତତନ୍ତ ଦିବସ ମନମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଦିବସ ଉପଲକ୍ଷେ ବୁଣାକାର (ଉଭୟ ପୁରୁଷ, ମହିଳା…

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…

ଯାଜପୁର ରେ ଜାତୀୟ ପ୍ରେସ ଦିବସ

Posted by - November 16, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଜାତୀୟ ପ୍ରେସ ଦିବସ। ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଡ଼ିଓ କନ୍ଫରେନସ ମାଧ୍ୟମରେ ସାମ୍ବାଦିକ ମାନଙ୍କ ସହିତ…

ଯୁଦ୍ଧ କାଳୀନ ଭିତିରେ ଯାତ୍ରୀ ବିଶ୍ରାମ ଗାର

Posted by - January 28, 2022 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଜୟପୁର ମାଲକାନଗିରି ମୁଖ୍ୟ ରାସ୍ତା ପାର୍ଶ ବଳଦିଆ ଗୁଡା ନିକଟରେ ଥିବା ଯାତ୍ରୀବିଶ୍ରାମ ଗାର ଅତିସାଚନୀୟ…