Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବରୀ ବଜାରରେ ସାହାରା ର ନୂତନ ଇ-ବାଇକ ସୋରୁମ

371 0

ଆଜି ବରୀ ତଳ ବଜାର SBI ର ସଖା ନିକଟ ରେ ଓଡ଼ିଶାର ପ୍ରଥମ ଇ ବାଇକ ଶୋରୁମ ଉଦଘାଟିତ ହୋଇ ଯାଇଛି । ଏହି ସୋରୁମ କୁ ସ୍ୱାମୀ ଅଖା ବାବା ଫିତାକାଟି ସୋରୁମ କୁ ଉଦ୍ଘାଟିତ କରିଥିଲେ । ଶାଖାର ପରିଚାଳକ ମନୋରଞ୍ଜନ ଦାସ ଙ୍କ ସହିତ ବରୀ ସାହାର ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ପରିବାର ପ୍ରଦୂସନ ଦୃଷ୍ଟି ଆଗରେ ରଖି ସାହାର ଗ୍ରୁପ ଏହି ସ୍କୁଟି ବାହାର କରିଛି । ଯାହା ଦ୍ୱାରା ଗ୍ରାହକ ମାନେ ବିନା ପେଟ୍ରୋଲ , ମୋବିଲ ରେ ଚାଲିବା ସହିତ ଜିପିଏସ୍ , ଜିପିଆର ଏସ୍ ଏବଂ ବ୍ଲୁଟୁଥ ଭଳି ଆଧୁନିକ ବ୍ୟବସ୍ତା କରାଯାଇଛି ବୋଲି ବରୀ ଶାଖାର ପରିଚାଳକ ମନୋରଞ୍ଜନ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଶାଖାର ପରିଚାଳକ ଙ୍କ କହିବା କଥା କି ଅନ୍ୟାନ୍ୟ ଗାଡି ଅପେକ୍ଷା ଏହା କମ ଦାମ ରହିଥିବାରୁ ଗ୍ରାହକ ମାନେ ଅଧିକ ଆକୃଷ୍ଟ ହେବାର ସମ୍ଭାବନା ରହିଛି ।

Related Post

ନୀଳଗିରି ସାମ୍ଭାଦିକ ବିରୁଦ୍ଧରେ ପୋଲିସ ଅମାନବୀୟ କାର୍ଯ୍ୟ.ପ୍ରତିବାଦ ବାରଙ୍ଗ କାର୍ଯ୍ୟରତ ସାମ୍ଭାଦିକ ବିଡିଓ ଦାବିପତ୍ର

Posted by - April 12, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ନୀଳଗିରି କନକ ଟିଭି କାର୍ଯ୍ୟ ରତ ସାମ୍ଭାଦିକ ବିରୁଦ୍ଧରେ ପୋଲିସ ର ମାତର୍ଦ୍ଧିକ କାର୍ଯ୍ୟ ଅନୁଷ୍ଠାନ ବିରୁଦ୍ଧରେ ସାରା ଓଡିଶା ରେ ପୋଲିସ ର…

ଦୁଇଟି ସ୍ଥାନରୁ ୬୫ କିଲୋ ଗଂଜେଇ, କାର ଓ ବାଇକ ଜବତ ସହ ୪ ଗଞ୍ଜେଇ ମାଫିଆକୁ ଗିରଫ

Posted by - May 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ କାର ଓ ବାଇକ ଜବତ ସହ୪ ଜଣ…

ବିଶିଷ୍ଟ ଶିକ୍ଷାବିତ ଅଶ୍ଵିନୀ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନଷ୍ଠିତ, ତାଙ୍କ ରଚିତ ପୁସ୍ତକ ଅଭିନ୍ନ ସ୍ୱର ଉନ୍ମୋଚିତ

Posted by - February 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ଶିକ୍ଷାବିତ ଓ ସମାଜସେବୀ ତଥା ସଂଗଠକ ସ୍ବର୍ଗତ ଅଶ୍ଵିନୀ ମହାନ୍ତି ଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମହାବୀର…

ସ୍ବଚ୍ଛତା ସାକ୍ଷରତା ଶିବିର ଅନୁଷ୍ଠିତ

Posted by - February 9, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ପିଙ୍ଗଲମୁଣ୍ଡା ଗାଁ ରେ ନାବାର୍ଡ, ଭୁବନେଶ୍ୱର, ତ୍ରିରଙ୍ଗା ଯୁବକ ସଙ୍ଘ, ଦେବଦତ୍ତ କ୍ଲବ, ହରିଶଙ୍କର ଏଫପିଓ ର…

Leave a comment

Your email address will not be published.