ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ

62 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏହି ପରିକ୍ରମା ଅନୁଷ୍ଠିତ ହେବ।

ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜ

ବେଲେଶ୍ୱର ସ୍ଥିତ ବୈତରଣୀ ନଦୀ ଜଳ ସଂଗ୍ରହ କରାଯାଇ ଜିଲାର ବିଭିନ୍ନ ପୁଣ୍ୟ କ୍ଷେତ୍ର ପରିକ୍ରମା କରାଯିବା ର କାର୍ଯ୍ୟକ୍ରମ ରହିଛି। ଶେଷରେ ଆସନ୍ତା 19 ତାରିଖ ଦିନ ଉଦଯାପିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Related Post

ପଞ୍ଚାୟତ ନିର୍ବାଚନ : କୋହଳ ହେଲା କଟକଣା, ୩ ଶହ ଲୋକଙ୍କୁ ନେଇ ହେବ ସଭା,୨୦ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ

Posted by - February 7, 2022 0
ଭୁବନେଶ୍ୱର: ସରିଲା ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ । କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି…

ଫେଲମାରିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି , ହୀରାକୁଦ ଜଳଭଣ୍ଡାରୁ ପାଣି ଯାଉଛି ଚାଷୀ ବଦଳରେ ଶୀଲ୍ପାନୁଷ୍ଠାନକୁ

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ହୀରାକୁଦ ଜଳଭଣ୍ଡାର ଜଳ ପାଇଁ ଶିଲ୍ପାନୁଷ୍ଠାନ ବାରଣ କୁ ନେଇ ଐତିହାସିକ ଆନ୍ଦୋଳନ ପରେ ବି ଫେଲ ମାରିଲା l ଶିଲ୍ପାନୁଷ୍ଠାନ…

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

Posted by - March 16, 2020 265
ଭୁବନେଶ୍ୱର:  ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ…

ଛାତ୍ରୀ ଙ୍କୁ ଅସଦାଚରଣ ମାମଲା, ନିଲମ୍ବିତ ପ୍ରଧାନ ଶିକ୍ଷକ ଗିରଫ

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନସ୍ଥ ତଥା…

ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Posted by - February 14, 2019 178
ବାଲେଶ୍ବର:୬ହଜାର କୋଟି ଟଙ୍କରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ଭଲକାମ ପାଇଁ ଯୁବବର୍ଗଙ୍କୁ କଲେ ସମ୍ମାନିତମୁଖ୍ୟମନ୍ତ୍ରୀ ଆଜି ବାଲିଆପାଳ ଚୌମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର…