ମୂକ,ବଧିର ବାଳିକା ସନ୍ଧ୍ୟା ନିଖୋଜ, ଥାନାରେ ଏତଲା ଦାଖଲ କଲେ ପରିବାର ଲୋକେ

45 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଭାଟଗୁଡା ଗ୍ରାମର ମୁକ ବଧିର ବାଳିକା ସନ୍ଧ୍ୟା ନିଖୋଜ ହେବା ସମ୍ପର୍କରେ ଥାନାରେ ଏତଲା ହୋଇଛି। ସୁଚନା ରୁ ଜଣାଯାଏ ଯେ ଗ୍ରାମର ବନମାଳୀ ସାହୁଙ୍କ ଝିଅ ଗତ ଗୁରୁବାର ଦିନ ଘର ପିଣ୍ଡାରେ ସିଲେଇ କରୁଥିଲା।ଗୁରୁବାର ଯୋଗୁଁ ଘରଲୋକେ ପୂଜାରେ ବ୍ୟସ୍ତ ଥିଲେ।

ଏହି ସମୟରେ ସନ୍ଧ୍ୟା କୁଆଡେ ଚାଲିଯାଇଛି, ହେଲେ ସେ କଥା କହିବାକୁ ଓ ଶୁଣିବାକୁ ଅକ୍ଷମ ଥିବା ବେଳେ ସେ କାହା ସହିତ ଯାଇଛି, କେଉଁଠି ଅଛି ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ଯ ତା ସମ୍ପର୍କରେ ଖବର ପାଇ ପାରିଲେ ନାହିଁ। ଏହାକୁ ନେଇ ପରିବାର ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଏତଲା ଦାଖଲ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Related Post

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 8, 2019 0
ନୂଆଦିଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪…

କଳାହାଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳ ଅଧ୍ୟକ୍ଷ ଓ କାଉନସିଲର ଙ୍କ ଭାଗ୍ୟ ଇ ଭି ଏମ୍ ରେ ବନ୍ଦ ଗଣତି କୁ ଅପେକ୍ଷା

Posted by - March 25, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳ ର ଅଧ୍ୟକ୍ଷ ଓ କାଉନସିଲର ପଦବୀ ନିମନ୍ତେ…

ରଥ ପାଇଁ ବଦଳିଲା ରାସ୍ତାର ଠିକଣା, ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

Posted by - July 4, 2019 0
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ…

ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି ମହିଳା ଙ୍କ ମୄତ୍ୟୁ

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର କେସାପାଲି ପଞ୍ଚାୟତ ମିଦ୍ଧାପଡା ରେ ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି…

ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି,ପ୍ରଭାବିତ ଜୀବନ ଜୀବିକା

Posted by - September 23, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବନ୍ୟାର ବିଭିଷିକା ପରେ ବୌଦ୍ଧ ଜିଲ୍ଲାରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୂର୍ବୀସହ ହୋଇପଡିଛି ଜୀବନ ଜୀବିକା । ଶହ ଶହ ହେକ୍ଟର ଚାଷ ଜମୀ ଜଳମଗ୍ନ…