ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ପକ୍ଷରୁ ରକ୍ତଦାନ ଶିବିର

279 0

ଅନୁଗୁଳ:(ମହେଶ ଭୋମରାଜ)ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ପକ୍ଷରୁ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି.। ଉକ୍ତ ଶିବିର କୁ ଅନଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ଏବଂ ସାନମାନନୀୟ ଅତିଥି ଭାବେ ଅତୁଲ୍ୟ କୁମାର ଚମ୍ପତିରାୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ର RM ପ୍ରଫୁଲ ଜେନା ଯୋଗ ଦେଇଥିଲେ,, ଓ ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ମହାରଣା ଓ ସ୍ୱେଚ୍ଛାସେବୀ ମହେଶ ଭୋମରାଜ ଶିବିର କୁ ପରିଚାଳନା କରିଥିଲେ. ଉକ୍ତ ଶିବିରରେ ମୋଟ ୭୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା.

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ

Posted by - July 10, 2019 0
ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ ସରକାରୀ ବାଳିକା ବିଦ୍ୟାଳୟ ଓ ବୈଷ୍ଣବ ଦତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ରାଣୀପୁର ଝରିଆଲ ମନ୍ଦିର କମିଟି ସହ ଆଲୋଚନା

Posted by - January 6, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲାର ବହୁ ପୁରାତନ ଯୋଗିନୀ ପୀଠ ରାଣୀପୁର ଝରିଆଲ ପାଇଁ ଓଡିଶା ସରକାର ପର୍ଯ୍ୟଟନ ବିଭା-ଗ ଭିତ୍ତିଭୁମି ଉନ୍ନୟନ ପାଇଁ ଅନୁଦାନ ମଞ୍ଜୁର କରିଥିବାରୁ…

୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବ ସୁନି ଇଜତେମା

Posted by - February 24, 2020 177
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

Leave a comment

Your email address will not be published.