Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଖିଣ୍ଡା ଛକରେ ଟ୍ରକ କୁ ଧକ୍କା ଦେଲା ବସ ,ମର୍ମନ୍ତୁଦ ଦୁର୍ଘଟଣାରେ ୧ ମୄତ,୧୫ ଆହତ

33 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ଠେଲକୋଲେଇ ଥାନା ନିକଟସ୍ଥ ଖିଣ୍ଡା ଛକରେ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବସରେ ଥିବା ର ଜଣେ ଯାତ୍ରୀ ଙ୍କ ମୄତ୍ୟ ହୋଇଥିବା ବେଳେ ୧୫ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୁଚନା ଅନୁସାରେ ଆଜି ସକାଳୁ OR15 F 2157 ବିଶିଷ୍ଟ ଏକ ଯାତ୍ରିବାହି ବସ ଝାରସୁଗୁଡା ରୁ ସମ୍ବଲପୁର ପଟକୁ ଯାତ୍ରୀ ନେଇ ଆସୁଥିବା ବେଳେ ଠେଲକୋଲେଇ ଥାନା ଅନ୍ତର୍ଗତ ଖିଣ୍ଡା ଛକରେ OR23 F 1811 ନମ୍ବର ବିଶିଷ୍ଟ ଏକ ଟ୍ରକ କୁ ଘନ କୁହୁଡି କାରଣରୁ ଦେଖିନପାରି ଯାତ୍ରୀ ବାହି ବସଟି ପଛ ପଟରୁ ଟ୍ରକ କୁ ଧକ୍କା ଦେବା ରାସ୍ତା ର ଡିଭାଇଡର ଉପରେ ଚଡି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଦୁର୍ଘଟଣାରେ ଜଣେ ବସ ଯାତ୍ରୀ ଙ୍କ ମୄତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଗୁରୁତର ଭାବରେ ଆହତ ମଧ୍ୟ ହୋଇଛନ୍ତି । ତେବେ ଘଟଣା ସ୍ଥଳରେ ପୋଲିସ ସହ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସହାୟତାରେ ବସରେ ଫସିଥିବା ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରାଯାଇ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏହାସହ ଠେଲକୋଲେଇ ପୋଲିସ ଏହି ଦୁର୍ଘଟଣା ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବସଟି ବହୁ ପୁରୁଣା ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବସରେ ଝାରସୁଗୁଡା ରୁ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଶିଳ୍ପାନୁଷ୍ଠାନ , ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ଅନୁଷ୍ଠାନ ରେ କାମ କରୁଥିବା ଲୋକେ ଯାତାୟତ କରି ଆସୁଥିଲେ ।

Related Post

ନେହେରୁ ଯୁବକେନ୍ଦ୍ର ଓ ୟୁନିସେଫ ପକ୍ଷରୁ ଯୁବଗୋଷ୍ଟିଙ୍କ ଭବିଷ୍ୟତ ଉପରେ ଜିଲ୍ଳା ସ୍ତରୀୟ କର୍ମଶାଳା

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଯୁବଗୋଷ୍ଟି ଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶ ଆବଶ୍ୟକ ରହିଛି l ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ର ଛାତ୍ରୀ…

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର

Posted by - June 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କରୋନା ସମୟରେ ବିଦ୍ୟୁତ ଦେୟ ଛାଡ଼କରିବାକୁ ଦାବି ପତ୍ର lଆଜି ତା ୨୯ ରିଖ ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୂହ ତରଫରୁ ମହାମାରୀ…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଦ୍ଧ ଙ୍କ ସହଭାଗିତା ରେ ଆଜାଦି କା ଅମୃତ ମହତ୍ସଵ୍ ପାଳନ 

Posted by - August 31, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଦ୍ଧ ଙ୍କ ସହଭାଗିତା ରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍,ବୀରନରସିଂହପୁର ଏବଂ ହର୍ଭେଷ୍ଟ ବ୍ଲେସିଂ ହୋମ,ସାନବାଗ…