ମହୁଲପାଲି ସରଗିପାଲି ଜଙ୍ଗଲରେ ମିନି ଚ୍ୟାକ ଡ୍ୟାମ କରିବା ପାଇଁ ଜଙ୍ଗଲ ବିଭାଗ ଓ ବ୍ଳକ ସ୍ତରିୟ ଅଧିକାରୀ ଙ୍କୁ ନେଇ ଏକ ଟିମ ପରିଦର୍ଶନ

22 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଜୁଯୋମୁରା ବ୍ଳକର ଟାମ୍ପରଗଡ ପଞ୍ଚାୟତ ର ଲଏଡା ରାଜସ୍ୱ ଗ୍ରାମର ମହୁଲପାଲି ସରଗିପାଲି ଜଙ୍ଗଲ ମଧ୍ୟରେ ଏକ ମିନି ଚ୍ୟାକ ଡ୍ୟାମ ପାନିୟ ଜଳ ପ୍ରକଳ୍ପ କରିବା ପାଇଁ ଜଙ୍ଗଲ ବିଭାଗ ଓ ବ୍ଳକ ସ୍ତରିୟ ଅଧିକାରୀ ଙ୍କୁ ନେଇ ଏକ ଟିମ ପରିଦର୍ଶନ ରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଲଏଡା ମହୁଲପାଲି ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଥିଲେ । ଆଜିର ପରିଦର୍ଶନ ସ୍ଥାନୀୟ ଟାମ୍ପରଗଡ ପଞ୍ଚାୟତ ତରଫରୁ ସରପଞ୍ଚ କ୍ଷିରୋଦ ରାଉଳ ଙ୍କ ନେତୃତ୍ବରେ ପିଇଓ କୁଞ୍ଜବିହାରି ସାହୁ , ଜିଆରଏସ ପ୍ରଶେନଜିତ ପଣ୍ଡା ଓ ପଞ୍ଚାୟତ ସ୍ତରିୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

ସେହିପରି ବନବିଭାଗ ତରଫରୁ ଫରେଷ୍ଟର ଧୄବ ସାହୁ ,ବ୍ଳକ ତରଫରୁ ଜେଇ ରଞ୍ଜନ ଦାସ ଙ୍କ ସମେତ ବହୁ ବନବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ । ଆଜିର ପରିଦର୍ଶନ ସମୟରେ ମିନି ଚ୍ୟାକ ଡ୍ୟାମ ନିର୍ମାଣ ପାଇଁ ମାପ କରାଯାଇଥିଲା । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ପଞ୍ଚାୟତ ର ଲଏଡା ଓ ବେହେରାମାଲ ଗ୍ରାମର ଲୋକଙ୍କୁ ଜଳଯୋଗାଣ କରାଯାଇ ପାରିବା ସହ ଜଳସେଚନ ସୁବିଧା ହୋଇପାରିବ ।

Related Post

ପଶ୍ଚିମ ଓଡ଼ିଶା ୟୁବ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ

Posted by - July 21, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ଵମ ସଙ୍ଗମ ସ୍ଥଳରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି…

ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର ପାଇବେ ସୁରେଶ ସୃଜନ ସମ୍ମାନ

Posted by - October 16, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁସାହିତ୍ୟିକ, ସଂସ୍କୃତି ଗବେଷକ ଦିବଂଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ସୁରେଶ ବଳବନ୍ତରାୟ…

ଲୋଡ଼ର ବୋଝେଇ ଟ୍ରକ କୁ ପଛରୁ ପିଟିଲା ମାଲବୋଝେଇ କଣ୍ଟେନର.

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟରାଜପଥ ପୁରୁଣାକଟକ ଥାନା ଅନ୍ତର୍ଗତ ଲଇଗାଁ ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଛିଡା ହୋଇଥବା ଏକ ଜେସିବି ବୋଝଇ…

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

Posted by - May 5, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ସହରରେ ଥିବା ବ୍ୟବସାୟୀ ମାନେ ନିଷିଦ୍ଧ…

ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଜଳଛତ୍ର

Posted by - April 25, 2022 0
ଯାଜପୁର କାଳୀମେଘାରେ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି । ସହରରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବାରୁ ସ୍ୱେଚ୍ଛାସେବୀ ମାନେ ପଥିକଙ୍କ…