Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସରକାରୀ ପଲିଟେକନିକରେ ଯୋଗ ପ୍ରଶିକ୍ଷଣ ଶିବିର

33 0

ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା Govt ପୋଲି ଟେକନିକ୍ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ନୂତନ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ବାସ ରେ ରହୁଥିବା ପିଲା ଙ୍କ ମଧ୍ୟ ରେ ସଂସ୍କାର ଓ ନୂତନ ଚେତନା ତଥା ଶାରୀରିକ ମାନସିକ ସୁସ୍ଥତା ଆଣିବାର ଉଦ୍ଦେଶ୍ୟ ନେଇ ଏ କାର୍ଯକ୍ରମ ହାତ କୁ ନିଆ ଯାଇଛି ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ଗୌରହରି ସାହୁ କହିଛନ୍ତି । ରାଜ୍ୟ ପତ୍ଞ୍ଜଳୀ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା ଉପସ୍ଥିତି ରହି ଯୋଗର କ୍ରିୟାତ୍ମକ୍ ଦିଗ ଆସନ , ସୂର୍ୟ ନମସ୍କାର ଓ ଭାବା ତ୍ମକ୍ ପ୍ରାଣାୟାମ ଶିକ୍ଷା ଦେଇଥିଲେ। ୧୫୦ ଜଣ ବିଦ୍ୟାଥି ଙ୍କ ସମେତ ପଦ୍ମଲୋଚନ ବେହେରା, ଶରତ କୁମାର ବିଶ୍ବାଳ, ସିଲୁ ମଲିକ, ବାସୁଦେବ ନାଏକ, ସୁଭସ୍ମିତା ବେହେରା ପ୍ରମୁଖ ଯୋଗ ପ୍ରଶିକ୍ଷଣ ନେଇଥିଲେ ।

 

Related Post

ସୁବର୍ଣ୍ଣପୁର ଜିଲ୍ଲାରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

Posted by - November 6, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଛାତ୍ରଛାତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ ଓ ଶାରିରୀକ ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ l ପ୍ରଥମେ ଜିଲ୍ଲାର…

ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ” ବିଦ୍ୟାଳୟ କୁ ଫେରିବା “କାର୍ଯ୍ୟକ୍ରମ ଆୟୋଜିତ

Posted by - February 28, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ବୌଦ୍ଧ ବ୍ଲକ ର ବ୍ରlହ୍ମଣିପାଲି ଓ ମୁଣ୍ଡlପଡା ଗ୍ରାମପଞ୍ଚାୟତ ର ୫ଟି ବିଦ୍ୟାଳୟରେ କୋଭିଡ ନିୟମ କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ…

ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

Posted by - February 4, 2020 102
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ…

ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର

Posted by - April 15, 2020 0
ଭୁବନେଶ୍ୱର,(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ  ଖାଦ୍ୟ ଯୋଗାଇବା ପାଇଁ…

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି…