ସନ୍ଦିକୁଲିରୀ ଠାରୁ ଡୁମେରଗୁଡା ପର୍ଯ୍ୟନ୍ତ ଚାଷୀ ଙ୍କ ହକ ପାଇଁ ସଚେତନତା ପଦଯାତ୍ରା

172 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜିକୃଷି ଓ କୃଷକ କଲ୍ୟାଣ ସମିତି ତରଫରୁ ଧର୍ମଗଡ ସ୍ଥିତ ସଂଧିକୁଲିହାରି ଠାରୁ ଡୁମେରଗୁଡା ପ୍ରଯ୍ୟନ୍ତ ଚାଷୀଙ୍କ ହକ ଓ ଅଧିକାର ପାଇଁ ସଚେତନତା ପଦଯାତ୍ରା କୃଷି ଓ କୃଷକ କଲ୍ୟାଣ ସମିତି ର ଆବାହକ ଲକ୍ଷ୍ମୀକାନ୍ତ ବାଗ ସଂଯୋଜକ ଜନ୍ମଜୟ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଚାଷୀ ଙ୍କ ପ୍ରମୁଖ ସମସ୍ୟା ଭିତ ଗୁଡିକ ଭିତରେ

1 ଧାନ ମଣ୍ଡିରେ ଚାଷୀଙ୍କ ଭିତୀଭୂମି ର ମୌଳିକ ସୁଵିଧା
2 ସ୍ଥାନୀୟ ଏଜେଣ୍ଟ ବଦଳରେ ଅନ୍ୟ ବ୍ଲକ ର ଏଜେଣ୍ଟ ନିଯୁକ୍ତି
3 କେନାଲ ର ଶେଷ ମୁଣ୍ଡରେ ପାଣି ପହଂଚିବା ସହ ସୋଲାର ନଳକୂପ ଓ ସୋଲାର ପମ୍ପ ର ବ୍ୟବସ୍ଥା
4 FAQ ନା ରେ କଟଣୀ ବନ୍ଦ
5 ବାରମ୍ବାର କେନାଲ ଭୁସୁଡ଼ି ଚାଷ ଜମି ଜଳମଗ୍ନ ହେଉଥିବା ରୁ ଦୁର୍ବଳ ଥିବା ଜାଗାକୁ ଚିହ୍ନଟ କରି ସ୍ୱତନ୍ତ୍ର ଟିମ ଗଠନ କରି ତାର ମରାମତି କରାଯାଉ
6 ଟୋକନ ଅବଧି ର ସମୟ ସୀମାକୁ ସରଲି କରଣ କରି 10 ଦିନ ଅଧିକ ଗ୍ରେସ ସମୟ ଦିଆଯାଉ
7 ମଣ୍ଡିରେ ସ୍ଵଛପାନିୟ ଜଳ, ବିଶ୍ରାମ ସ୍ଥଳି,ମହିଳା ,ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇଦିଆ ଯିବା

ସଚେତନ ପଦ ଯାତ୍ରା ର ପ୍ରମୁଖ ବିଷୟ ଥିଲା ଓ ଅଗାମୀ ଦିନରେ ଧର୍ମଗଡ ଉପଖଣ୍ଡ ର ପ୍ରତ୍ୟେକ ବ୍ଲକ ସମେତ ବିଭିନ୍ନ ସ୍ଥାନରେ ସଚେତନ ପଦଯାତ୍ରା କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଦାବି ଉପସ୍ଥାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା କାର୍ଯ୍ୟକ୍ରମ ରେ ଆଇନ ପରାମର୍ଶ ଦାତା ଘନଶ୍ୟାମ ଅଗ୍ରୱାଲ ସାଧାରଣ ସମ୍ପାଦକ ଟିକେରାମ ସାହୁ ଓ ସୁଧୀର ବାଗ ଉପସଭାପତି ସରୋଜ ଶବର,ଲାବାଣ୍ୟ ଟୋଲଟିଆ,ଶୋଭାରାମ ଟୋଲଟିଆ, ଉତ୍ତମ ମଶ୍ରା,ସୁନ୍ଦର ନାଏକ,ବରୁଣ ପରା ଭୋଏ, ତନୁରାମ ମାଝି, ଲଲିତ ବାଗ,ଧନୁର୍ଯ୍ୟ ଟୋଲଟିଆ,ନରେନ୍ଦ୍ର ପ୍ରଧାନୀ,ଅପ୍ରେସ ସ୍ବାଇଁ, ଦୁଷ୍ମନ୍ତ କାଣ୍ଡପାନ ଶତାଧିକ ମହିଳା ଚାଷୀ ଉପସ୍ଥିତ ଥିଲେଆଇନ ପରାମର୍ଶ ଦାତା ଘନଶ୍ୟାମ ଅଗ୍ରୱାଲ ସାଧାରଣ ସମ୍ପାଦକ ଟିକେରାମ ସାହୁ ଓ ସୁଧୀର ବାଗ ଉପସଭାପତି ସରୋଜ ଶବର,ଲାବାଣ୍ୟ ଟୋଲଟିଆ,ଶୋଭାରାମ ଟୋଲଟିଆ, ଉତ୍ତମ ମଶ୍ରା,ସୁନ୍ଦର ନାଏକ,ବରୁଣ ପରା ଭିଏ, ତନୁରାମ ମାଝି, ଲଲିତ ବାଗ,ଧନୁର୍ଯ୍ୟ ଟୋଲଟିଆ,ନରେନ୍ଦ୍ର ପ୍ରଧାନୀ,ଅପ୍ରେସ ସ୍ଵାଇଁ ସମେତ ବହୁ ଚାଷୀ ପଦଯାତ୍ରା ରେ ସାମିଲ ହୋଇଥିଲେ।

Related Post

ବିବାହବନ୍ଧନରେ ଆବଦ୍ଧ ହେଲେ ଦୁଇ ହାର୍ଡକୋର୍ ମାଓବାଦି

Posted by - September 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦିନେ ଥିଲେ ହାର୍ଡ କୋର୍ ମାଓବାଦି l ବର୍ତ୍ତମାନ ସାଜିଲେ ସାତଜନ୍ମର ସାଥି l ଏହିଭଳି ଏକ ଘଟଣା ଦେଖିବାକୁ…

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

Posted by - November 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ…

ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ

Posted by - September 20, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ଧଉରାଖମନ ଗ୍ରାମ ନିକଟରେ ଥିବା ଅଙ୍ଗନଦୀ ଟୋଲ ଗେଟର ଦାଦାଗିରୀ । ଏଠାରେ ମହାନଦୀ ଉପରେ ଥିବା ପୋଲ ର…

୬୪୦ବୋତଲ ବେଆଇନ କଫ ଶିରବ ଜବଦ କଲା ମନମୁଣ୍ଡା ପୋଲିସ , ଅଭିଯୁକ୍ତ ଗିରଫ ସହିତ କୋଟ ଚାଲାଣ

Posted by - September 11, 2022 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ଏନଏଚ ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି…

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବୀରେ କଂଗ୍ରେସ୍ ଦଳ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ତରଫରୁ…