କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଧର୍ମଗତ ଵସ୍ତିପଡା ଠାରେ ରାମ ଚରିତ ମାନସ ପାଠ ଓ ପ୍ରଵୋଚନ

98 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ଠାରେ ରାମ ଚରିତ ପାଠ ଓ ପୂରାୟଣ ଚାଳିଛି। ଏହି ପୂରାୟଣ ଶୁଣିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏହି ପାରାୟଣ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ପାରାୟଣ ପାଠ ବନ୍ଦ ଥିଲା । ଚଳିତ ବର୍ଷ କରୋନା ପ୍ରକୋପ ନଥିବାରୁ ବହୁ ଉକ୍ତ ଙ୍କ ଭିଡ଼ ଦେଖିବାକୁ ମିଳୁଛି ଏହି ପାରାୟଣ ତା ୨୯ ତାରିଖ ରୁ ଆରମ୍ଭ ହୋଇ ୮ ତାରିଖ ରେ ଶେଷ ହେବ ।

ଏହି ରାମଚରିତ ମାନସ ପାଠ ପାଇଁ ଅବୋଧ ଦାସ ଏବଂ ପ୍ରଵୋଚନ ପାଇଁ ଦେବା ପାଇଁ ସନ୍ଥ ଜଗନ୍ନାଥ ଦାସ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପୂରାଣ ପାଠ ପାଇଁ ଉପେନ୍ଦ୍ର ପଣ୍ଡା ତୁଳାଉଥିଵା ବେଳେ କର୍ତ୍ତା ହିସାବରେ ନିହାର ରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ତୁଳାଉଛନ୍ତି । ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିବା ପାଇଁ ନରସିଂହ ମଶ୍ରା ,ଗୋକୁଳ ଚନ୍ଦ୍ର ବେହେରା , ରଙ୍ଗାଧର ଭୋଇ , କୁମୁଦ ସାହୁ,ମୁନୁ ସାହୁ, ଶିବ ରାମ ମାଝୀ,କ୍ଷୀତିଶ ମଶ୍ରା , କୁନା ନାଏକ, ହେମନ୍ତ ମାଝୀ , କମଳା ନାଏକ ,କୁଞ୍ଜବିହାରୀ ନାଏକ , ମୁନି ରାମ ମାଝୀ, ସମେତ ଧର୍ମଗତ ସମସ୍ତେ ସହଯୋଗ କରୁଛନ୍ତି ।

Related Post

ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇ କରଣ ପ୍ରତିବାଦରେ ଆନ୍ଦୋଳନ

Posted by - March 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି ।…

ସାଂସ୍କୃତିକ ସମାଜ ପକ୍ଷରୁ ଭାଗିରଥି ପଟ୍ଟନାୟକ ଜୟନ୍ତୀ ପାଳିତ

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ)  ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକଙ୍କ ୧୩୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଅଶୋକ କୁମାର…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…

କୋଇଲିସୂତାରେ ୩୧ତମ ଦୁର୍ଗା ପୂଜା ପାଳିତ

Posted by - October 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର “ତ୍ରିବେଣୀ ଛକ “ବସଷ୍ଟାଣ୍ଡ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଳିତ ହୋଇଛି!ଦୀର୍ଘ ୩୧…

କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇଥିବାବେଳେ ଡାକ୍ତର,ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯…