ସାନ ମନମୁଣ୍ଡାରେ କୈଳାସୀ ଯାତ୍ରା ପାଳିତ

36 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଂଚାୟତ ଅନ୍ତର୍ଗତ ସାନମନମୁଣ୍ଡା ଗ୍ରାମ ଠାରେ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତି ନୃପମଣି ମହାଳିକ ଅଧ୍ୟକ୍ଷତା କରିଥିଲେ l ଖଟଖଟିଆ ସରପଞ୍ଚ ଅରବିନ୍ଦ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଶ୍ରୀ ବିଜିତ କୁମାର ପ୍ରଧାନ, ଶିବ କମ୍ପ, ଦିଗାମ୍ବର ସାହୁ, ଶିତିକଣ୍ଠ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ l

ଶ୍ରୀ ଉଦ୍ଧବ ମହାଳିକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅଭିମନ୍ୟୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ସଭାଶେଷ ହେବା ପରେ ଶିଶିର କାନ୍ତ ଦାସ ଙ୍କ ରଚିତ ତଥା ଦିଲ୍ଲୀପ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ନାଟକ ” ଭାଙ୍ଗିଲା ସଂସାର ଯୋଡ଼ିବ କିଏ ” ମଞ୍ଚସ୍ଥ ହୋଇଥିଲା l ମା ମଙ୍ଗଳା ଚିତ୍ରାଳୟ, ବଡମ୍ବା ଏବଂ ବିଭିନ୍ନ ନାରୀ ନେତ୍ରୀ କଳାକାର ତଥା ଡେନ୍ସ ମାଷ୍ଟର ସଂଜୀବ କୁମାର ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲେ l ଏଥିରେ ସାହେବ ସାହୁ, ଗୋବର୍ଦ୍ଧନ ବଗର୍ତ୍ତୀ, ରମେଶ ନାଏକ, ମକୁନ୍ଦ କହଁର, ସତ୍ୟରାଜ ନାଏକ ଅନେକ କଳାକାର ଅଂଶଗ୍ରହଣ କରିଥିଲେ l

Related Post

୧୭ତମ କଣ୍ଟାମାଳ ଲୋକ କଳା ମହୋତ୍ସବ ର ଶେଷ ସନ୍ଧ୍ୟା କଳା ସଂସ୍କୃତି ଅଞ୍ଚଳର ଏକତା କୁ ବାନ୍ଧି ରଖେ

Posted by - June 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ):କଣ୍ଟାମାଳ ହରିଶଙ୍କର କଳା ମଣ୍ଡପ ଠାରେ ଅନୁଷ୍ଠିତ ଲୋକ କଳା ମହୋତ୍ସବ ର ଉଦଯାପନୀ ସଂଧ୍ୟା ରେ ଆୟୋଜିତ ସାଂସ୍କୃତିକ ସଭା ରେ ମାନ୍ୟବର ଜଙ୍ଗଲ…

ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ

Posted by - December 18, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ।ଆରମ୍ଭ ହୋଇଛି ମହାନଦୀର ପାରିପାର୍ଶ୍ବିକ ଅଞ୍ଚଳରେ ସଫେଇ ଅଭିଯାନ।ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ସହ ସ୍ବେଚ୍ଛାସେବୀ…

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା

Posted by - November 25, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶୁକ୍ରବାର ଚତୁର୍ଥ ସନ୍ଧ୍ୟା…

ଦର୍ଶକଙ୍କ ମନ ମୋହିଲା ସମ୍ବଲପୁରୀ ବସ୍ତ୍ର ର କାର୍ଯ୍ୟକ୍ରମ ଫେସନୋଭା ୩

Posted by - November 15, 2021 0
ସମ୍ବଲପୁରୀ:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ବସ୍ତ୍ର ରେ ଚମକିଲେ ମଡେଲ।ରାଜ୍ୟ ତଥା ଦେଶ ର ଦର୍ଶକ ଙ୍କର ମନ ମୋହିଲା ସମ୍ବଲପୁରୀ ବସ୍ତ୍ର ର କାର୍ଯ୍ୟକ୍ରମ ଫେସନୋଭା 3।ବିଭିନ୍ନ ସ୍ଥାନରୁ…