Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବ୍ଲକ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ

96 0

ଧର୍ମଗଡ: (ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସର୍ବ ପ୍ରଥମେ ଲୋକଙ୍କୁ ସଚେତନା ବାର୍ତ୍ତା ଦେବାକୁ ଧର୍ମଗଡ ସହର ପରିକ୍ରମା କରାଯାଇ ନାନା ପ୍ରକାର ଶ୍ଳୋଗାନ ମାଧ୍ୟମରେ ସାଧାରଣ ଲୋକ ଙ୍କୁ ବାର୍ତ୍ତା ଦିଆଯାଇଥିଲା।ପରେ ବ୍ଲକ କଂଫରେନ୍ସ ହଲ ରେ ଏକ ବୈଠକ ଆୟୋଜନ ହୋଇଥିଲା।

ଦୁର୍ନୀତି ମୁକ୍ତ ହେଲେ ହିଁ ପ୍ରକୃତ ରେ ଦେଶ ବିକାଶ ହୋଇ ପାରିବ।ସୁସ୍ଥ ସମାଜ ଗଠନ ତଥା ସେବା ମନବୃତି ରଖିବା ସମସ୍ତ ଙ୍କ ଦାୟିତ୍ୱ ରହିବା ଆବଶ୍ୟକ ବୋଲି ମଞ୍ଚସୀନ ଅତିଥି ମାନେ ଅଭିଭାଷଣ ରଖିଥିଲେ।ଶେଷରେ ଅଧ୍ୟକ୍ଷା ସମସ୍ତ ଙ୍କୁ ଦୁର୍ନୀତି ମୁକ୍ତ ରଖିବା ଉପରେ ଏକ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାଦୁର୍ନୀତି ବିଭାଗ ଅଧିକାରୀ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ,ତହସିଲଦାର ହରେକୃଷ୍ଣ ବାରିହାର, ପଂଚାୟତ କଲେଜ ଅଧ୍ୟକ୍ଷ ମାଧବ ଲହଜଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ, ଏନ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ସହ ଅଧ୍ୟକ୍ଷା ମନିଶାମିଶ୍ର, ଶିଶୁ ବିଭାଗ ଅଧିକାରୀ ସୁଚାରିତା ମହାପାତ୍ର ଙ୍କ ସହ ବିଭିନ୍ନ ବିଭାଗ ପଦଧିକାରୀ ଉପସ୍ଥିତ ରହିଥିଲେ।

ଏଥିସହ ବ୍ଲକ ର ବିଭିନ୍ନ ଗ୍ରାମ ପଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇ ଶପଥ ପାଠ ରେ ଅଂଶ ଗ୍ରହଣ କରିଥିଲେ।ପଞ୍ଚାୟତ ସ୍ତରୀୟ ବିଦ୍ୟାଳୟ ମାନଙ୍କ ରେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଉତ୍ତୀର୍ଣ୍ଣ ପ୍ରତିଯୋଗୀ କୁ ପୁରସ୍କାର ବିତରଣ କରଯାଇଥିଲା।ଧର୍ମଗଡବ୍ଲକ ପଞ୍ଚାୟତ ଅଧିକାରୀ ସୁଧାଂଶୁ ଶେଖର ବାଗ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Related Post

ମେଧାବୀ ଛାତ୍ରୀ ଙ୍କ ମୁଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ,ପୁନଃ ପରୀକ୍ଷା ଖାତା ମୂଲ୍ୟାୟନ ନ ହେଲେ ଅନଶନ

Posted by - September 10, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ସୂର୍ଯ୍ୟନାରାୟଣ ଆଇଚ୍ ଓ ମାତା ସବିତା ଆଇଚ୍ ଙ୍କ କନ୍ୟା ରୋଜାଲିନ ଅାଇଚ୍ ନୀଳଗିରି ମହାବିଦ୍ୟାଳୟ ର ଦ୍ଵିତୀୟ ବର୍ଷ କଳା ର…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Posted by - January 14, 2021 0
ଭବାନିପାଟଣା:ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗ୍ରସ୍ତ କରି ୧୦୬୪ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମିତ ୫୪ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧୦୨୦…

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା , କଂଗ୍ରେସ ର ତାଳିପକା ଉଦ୍ୟମ।

Posted by - January 3, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା,ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲା ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଯଦି ଓ…

ବୌଦ୍ଧଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ବ୍ରଜରାଜନଗର ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ, କଡ଼ା ହେବ ମୁକାବିଲା

Posted by - May 13, 2022 0
ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ।  ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ…