ନର୍ଲା ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ କଳା ଉତ୍ସବ ଅନୁଷ୍ଠିତ

52 0

ନର୍ଲା : (ଅମିୟ କୁମାର ଦାସ)  ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ୧୭ ଟି କ୍ଲଷ୍ଟର ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିତର୍କ,ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ,କୁଇଜ, ବକୃତା,ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ ,ସୃଜନଶୀଳ ଲେଖନ,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ,ମଧ୍ୟାନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା,ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ, ଲୋକ ସଂଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବ୍ଲକ ସ୍ତର ରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ ରେ ଅଂଶଗ୍ରହଣ କରିବେ |

ବରିଷ୍ଠ ବିଇଓ ତାପିମଣିନୀ ଜନୀ ଙ୍କ ଅଧକ୍ଷତା ରେ ଆୟୋଜିତ ପୁରସ୍କାର ବିତରଣୀ ସମାରହୋ ରେ ନର୍ଲା ତହସିଲଦାର ଶଙ୍କର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେତ ପ୍ରୋଜେକ୍ଟ ଏସି ସୂର୍ଯ୍ୟ କୁମାର ପାଣିଗ୍ରାହୀ ଏବିଇଓ ତଥା ବରସିସି ଗୋବର୍ଦ୍ଧନ ମାଝୀ ଏବିଇଓ ସୂର୍ଯଦେବ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର କର, ଅନିଲ କୁମାର ସାହୁ ଓ ସର୍ବେଶ୍ୱର ଭୋଇ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ପରିଚାଳନା ନୋଡାଲ ସିଆରସିସି କେଦାରନାଥ ନାଗ, ବରିଷ୍ଠ ଶିକ୍ଷକ ଦାୟାନିଧି ଡ଼ାଳୁଆ, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ,ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ

Related Post

ଅଜଣା ଗାଡି ଧକ୍କାରେ ମୃତ ପରିବାରକୁ ଆର୍ଥିକ ସହାୟତା

Posted by - September 19, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨…

ପୁରୀ ରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦ ରେ ଦାବିପତ୍ର

Posted by - May 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୁରୀ ରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପ୍ରତିବାଦ ରେ ଆଜି ଯାଜପୁର ରେ ସାମ୍ବାଦିକ ସଂଗଠନ ଏସ ୟୁ ଜେ ର…

ମୁଖ୍ୟ ଶାସନ ସଚିବଙ୍କ ଉପାନ୍ତ ଅଞ୍ଚଳ ଗସ୍ତ- ଦୀର୍ଘ ୧୪ ବର୍ଷ ପରେ ଜିଲ୍ଲା ବାସୀଙ୍କ ସ୍ବପ୍ନ ସାକାର ହେଲା–

Posted by - April 16, 2022 0
ମାଲକାନଗିରି:୨୦୦୮ ମସିହା ଏପ୍ରିଲ୍ ପହିଲା ଦିନ ଓଡ଼ିଶାର କନ୍ୟାକୁମାରୀ ଭାବେ ପରିଚିତ ମୋଟୁ ମୋଗି-ପଏଣ୍ଟ ଠାରେ ଓଡ଼ିଶା ଭୂଖଣ୍ଡକୁ ଆନ୍ଧ୍ର ପ୍ରଦେଶର ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ଦାଉରୁ…

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

Posted by - September 27, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ…