ନନ୍ଦନବନ ଯାଯାବର ପ୍ରକଳ୍ପ ପରିଦର୍ଶନ କଲେ ଅଧିକାରୀ

42 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମଥୁରା ପଞ୍ଚାୟତ ଖଜୁରୀପଡ଼ା ନନ୍ଦବବନ ଯାଯାବର ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ପଥପ୍ରାନ୍ତ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ମିଶନ ଶକ୍ତି ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର , ସି ଡ଼ି ଭି ଓ ପ୍ରଦୀପ୍ତ କୁମାର ରଥ, ଏ ଡି ଭି ଓ ନିରୋଦ କୁମାର୍ କହଁର, ବି ଭି ଓ ହରଭଙ୍ଗା ବିରେନ୍ଦ୍ର କୁମାର ପୃଷ୍ଟି,ମଥୁରା ସରପଞ୍ଚ ପ୍ରଦୀପ କୁମାର କହଁର , ସହକାରୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, କନିଷ୍ଠଯନ୍ତ୍ରୀ ଦିବ୍ୟଲୋଚନ ନାୟକ,ମିଶନ ଶକ୍ତି ବ୍ଲକ ସଂଯୋଜକ ବେଣୁଧର ମହାପାତ୍ର, ଏମ୍ବିକେ, ସି ଆର ପି, ଓ ୫ ଗୋଟି ମହିଳା ଗୋଷ୍ଟି ଉପସ୍ଥିତ ହୋଇ ଆଲୋଚନା କରିବା ସହିତ ଆସନ୍ତା ନଭେମ୍ବର ୧୦ ତାରିଖରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଅପେଲ ଫେଡ୍, ଓମଫେଡ, ହେଣ୍ଡଲୁମ୍,ଜଳଖିଆ, ଇତ୍ୟାଦି ବିକ୍ରିବଟା କରିବା ପାଇଁ ସ୍ଥିର କରାଯାଇଛି l

Related Post

ପୁରାତନ ଛାତ୍ର/ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

Posted by - December 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)Oଯାଜପୁର ସହରର ବିରଜା ହାଇସ୍କୁଲର ୧୯୯୦ ମସିହା ଛାତ୍ର/ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଉକ୍ତ ସ୍କୁଲର…

ବୌଦ୍ଧରେ ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

Posted by - November 25, 2021 0
ବୌଦ୍ଧ:୨୪/୧୧/୨୦୨୧(ଚିତ୍ତରଂଜନସିଂ) ରିଖରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ,ମିନତୀ ଦେଓ,ବୌଦ୍ଧ, ସଂଯୋଜିକା, ଚାଇଲଡ଼ ଲାଇନ ବୌଦ୍ଧ, ବବିନା ନାଏକ, କଲ୍ୟାଣି ଶତପଥି,ସୁପରଭ।ଇସର,ବୌଦ୍ଧ, ମନମୁଣ୍ଡା…

ପରମ୍ପରା ଓ ବିଧି ଅନୁଯାୟୀ ମହାପ୍ରଭୁ ବୁଢାରାଜାଙ୍କ ଦଶରା ପର୍ବ ଅନୁଷ୍ଠିତ

Posted by - October 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା…

ହରଭଙ୍ଗା ଅଞ୍ଚଳରେ ଲଷ୍ମୀପୂଜା ଅନୁଷ୍ଠିତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଂଚଳରେ ‘ମା ଲଷ୍ମୀ’ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ମାର୍ଗଶିର ମାସର ଶେଷ ଗୁରୁବାର ଦିନ ଏହି ପୂଜା ପ୍ରତେକ ଘରେ ଘରେ ପୂଜା…