ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର

39 0

ବୌଦ୍ଧ  : (ଚିତ୍ତ ରଞ୍ଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ ଦୁର୍ଗମ ଅଞ୍ଚଳ କୁସଙ୍ଗ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ,ଜ଼ୀଲ୍ଲାପରିସଦ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର ,ଉପ ଜିଲ୍ଲାପାଳ ସନତ କୁମାର ନାୟକ, ବିଡ଼ିଓ ରବୀନ୍ଦ୍ରନାଥ କହଁର ,ତହସିଲଦାର ଶମ୍ଭୁଭୁସନ ମିଶ୍ର,ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ,ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜ଼ୀଲ୍ଲା ଏବଂ ବ୍ଲକ ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ ।

ଏହି ଶିବିରରେ ୩୦୪ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୯୦ ଟି ବ୍ୟକ୍ତିଗତ ସମସ୍ୟା ଓ ୧୪ ଟି ଗୋଷ୍ଠି ଗତ ସମସ୍ୟା ଥିଲା । ସେଥି ମଧ୍ୟରୁ ୧୫୦ଟିରୁ ଉର୍ଦ୍ଧ ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିବା ବେଳେ ଚାରିଜଣ ଙ୍କୁ ରେଡ଼କ୍ରସଫଣ୍ଡ ରୁ ୨୦ ହଜାର ଟଙ୍କା ଲେଖାଏଁ ଏବଂ ଜଣକୁ ମୁଖ୍ୟମନ୍ତ୍ରୀ ରିଲିପ ଫଣ୍ଡ ରୁ 10 ହଜାର ଟଙ୍କା ପ୍ରଦାନ କଟାଯାଇଥିବା ବ୍ଲକ ପ୍ରସାସନ ପକ୍ଷରୁ ସୂଚନା ମିଳିଛି

Related Post

ଛିଳପା ଗ୍ରାମ ପରିବେଶ ସୁରକ୍ଷା କମିଟି ତରଫରୁ ଗୋଳେଇ ଛକ ଠାରେ ସଫେଇ କାର୍ଯ୍ୟ କ୍ରମ

Posted by - September 4, 2022 0
ଧର୍ମଗଡ଼  :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସ୍ଥିତ ଛିଳପା ଗ୍ରାମ ପଞ୍ଚାୟତ ଅଧୀନ ସ୍ଥିତ ଗୋଳେଇ ଛକ ଠାରେ ଏକ ସଫେଇ କାର୍ଯ୍ୟ…

ଅଁଳାଗୁଡା ଗ୍ରାମ ସ୍ଵତନ୍ତ୍ର ରାଜସ୍ବ ଗ୍ରାମ ଭାବେ ଘୋଷିତ

Posted by - October 17, 2022 0
ଭବାନୀପାଟଣା  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମକୁ ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ…

କଳାହାଣ୍ଡିର ସାମୁହିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଅମଲାଭବନ ଠାରେ ନଭେମ୍ବର ୧୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ମିଳିତ…

ମୋଟର ସାଇକେଲ ଓ ପିକଅପ୍ ଭ୍ଯାନ ଧକ୍କା, ଯୁବକଙ୍କ ମୃତ୍ୟୁ

Posted by - July 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପକଣ୍ଠରେ ୨୬ ନମ୍ବର ଜାତୀୟ ରାଜପଥ ରେ ଏକ ମୋଟର ସାଇକେଲ ଓ ପିକଅପ୍…

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

Posted by - September 24, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥା…