ବୁଢ଼ୀବାହାଲ ରେ ଅଖଣ୍ଡ ରାମାୟଣ ପାରାୟଣ

68 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଜଗନ୍ନାଥ ମନ୍ଦିର ଠାରେ ଅଖଣ୍ଡ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରାଣ ଗାୟକ ରୂପେ ପଣ୍ଡିତ ହରିହର ପାଢ଼ୀ, ହୃଷୀକେଶ ପାଣିଗ୍ରାହୀ , ପୀତବାସ ପାଣିଗ୍ରାହୀ ପ୍ରମୁଖ ପୁରାଣ ପାଠ କରିଥିଲେ ।

ପୂଜା କର୍ତ୍ତା ଭାବେ ଅଭୟ ତ୍ରିପାଠୀ ସାପତ୍ନିକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗାଁ କମିଟି ସଭାପତି ଟେକରାମ ସାହୁ , ମନଧର ସାହୁ , ଆଲେଖ ବିଶ୍ଵାଳ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ଦୁଇଦିନ ଧରି ଅନୁଷ୍ଠିତ ରାମାୟଣ ପାରାୟଣ ରେ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

Related Post

ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ଓ ମେସିନ୍ ଅପରେଟର ଗୁରୁତର

Posted by - June 13, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ହରିଚନ୍ଦନପୁର, ନରଣପୁର ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକଙ୍କ ସହ…

ହେରା ପଞ୍ଚମୀ” ଦେଵ ଦମ୍ପତି ଙ୍କ ମାନବୀୟ ଲୀଳା

Posted by - July 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏବେ ସମଗ୍ର ଜଗତ ଜଗନ୍ନାଥମୟ ହୋଇ ଉଠିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଦାରୁଦେବତା ଜଗନ୍ନାଥ…

ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Posted by - June 4, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଯୋଡ଼ା ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ…

ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଲମ୍ବ ଡୁଙ୍ଗୁରି ଜଙ୍ଗଲରେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ମହାସମାରୋହରେ ପାଳିତ

Posted by - September 17, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)  ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଜି ପୂର୍ବାହ୍ନରେ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସୌରଭ ନଗର ମାଁ…

ଅମ୍ବାଦଳା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ପ୍ରସଙ୍ଗ- ଟ୍ରେନ ରହଣୀ ନୋହିଲା, ରେଳ ରୋକ ପାଇଁ ପ୍ରସ୍ତୁତି

Posted by - May 17, 2022 0
ଅମ୍ବାଦଳା :(ରମାକାନ୍ତ ପଡାଲ) ଅମ୍ବାଦଳା ଷ୍ଟେସନ ରେ ଏକ୍ସପ୍ରେସ ଟ୍ରେନ ରହଣୀ ନୋହିବାରୁ ରେଳ ରୋକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କୋରନା…