ଅଗ୍ନିଶମ ବିଭାଗ ତରଫରୁ ଜୀବନ ସୁରକ୍ଷା ସମ୍ପର୍କିତ କର୍ମଶାଳା, ମକ ଡ୍ରିଲ ପ୍ରଦର୍ଶିତ

47 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାର ରେ ଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ରେ ଅଗ୍ନିଶମ ବିଭାଗ ତରଫରୁ ଜୀବନ ସୁରକ୍ଷା ସମ୍ପର୍କିତ କର୍ମଶାଳା ଓ ମାକ ଡ୍ରିଲ୍ ରବିବାର ଅନୁଷ୍ଟିତ ହୋଇଯାଇଛି। ଏହିବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଛୁରା ଙ୍କ ଅଧ୍ୟକ୍ଷତା ରେ କର୍ମଶାଳା ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ବ୍ଲକ୍ ଅଗ୍ନିଶମ ଅଧିକାରୀ ଚୂଡ଼ାମଣି ପିଙ୍ଗ ଯୋଗଦେଇ ଜୀବନ ସୁରକ୍ଷା ସମ୍ପର୍କିତ ସଚେତନତା ଛାତ୍ରି ଛାତ୍ରଙ୍କୁ ବୁଝାଇଥିଲେ ।

ଆକସ୍ମିକ ଦୁର୍ଘଟଣା ସମୟରେ ପ୍ରାଥମିକ ସେବା କିଭଳି ଯୋଗାଇ ଦେଇ ହେବ ସେନେଇ ବୁଝାଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ମାକ୍ ଦ୍ରିଲ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ୱାଦେନ୍ ଅନିତା ମହାପାତ୍ର, ରିତା ସାହୁ, ରିତା ବେହେରା, ରିତା ପ୍ରଧାନ, ଶୈଶବ ନିଆଲ, ରୁଦ୍ରଦେବ ଚୌହାନ, ସରୋଜ ବୁଡ଼େକ୍ ପ୍ରମୁଖ, ଅଗ୍ନିଶମ କର୍ମଚାରୀ, ଶିକ୍ଷୟତ୍ରୀ, ଛାତ୍ରୀ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Post

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି ।  ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…

ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

Posted by - December 22, 2019 0
ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା…

ସୂର୍ଯ୍ୟାଲୋକ ସମାଜସେବା ପରିବାର ଦ୍ୱାରା ବାପାମାଆ ଛେଉଣ୍ଡ ନିଷ୍ପେସିତ ପରିବାରକୁ ଆର୍ଥିକ ସହାୟତା

Posted by - September 19, 2020 0
ଯାଜପୁର/ଯାଜପୁର :ଭଦ୍ରକ ଜିଲ୍ଲା ର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ ର ଏକ ନିଷ୍ପେସିତ ପରିବାର, ସମୟର କ୍ରୁର କରାଳ ସ୍ରୋତ ରେ ପାଞ୍ଚ ପାଞ୍ଚ ଟି…

ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି , ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ

Posted by - June 11, 2022 0
ସୋନପୁର : (ଅଜିତ କୁମାର ପୂଜହାରୀ) ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା…