ଓଡିଶା ରାଜ୍ୟ ପ୍ରାକ୍ରୁତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

41 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଜାଇଛି l ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଆଜକୁ ୨୩ ବର୍ଷ ତଳେ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଘଟିଥିବା ମହାବିନାଶକାରୀ ପ୍ରଳୟଂକାରୀ ମହାବାତ୍ୟାର ଭୟଙ୍କର ବିନାଶକୁ ଦ୍ରୁଷ୍ଟିରେ ରଖି ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଥାଏ l ବିପର୍ଯ୍ୟୟ ପୁର୍ବରୁ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ତ୍ଵରିତ କର୍ଜ୍ୟାନୁଷ୍ଠାନ ଓ ତାର ମୁକାବିଲା , ବିପର୍ଯ୍ୟୟ ପରେ ପ୍ରଭାବିତ ଲୋକଙ୍କ ଥଇଥାନ ଓ ଏହାର ସୁପରିଚାଳନା ଦାୟୀତ୍ଵ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ଥିବା ବେଳେ ଚଳିତ ବର୍ଷ ଠାରୁ ଗ୍ରାମପଞ୍ଚାୟତ ଉପରେ ମଧ୍ୟ ଦାୟିତ୍ଵ ନ୍ୟସ୍ତ କରାଯାଇ ଥିବା ଜଣାପଡିଛି l

ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଆୟୋଜିତ ସଭାରେ ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ , ବକ୍ତ୍ରୁତା ଓ ଚିତ୍ରାଙ୍କନ ପ୍ରତିଜୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ସଫଳ ପ୍ରତିଜୋଗୀ ମାନଙ୍କୁ ପୁରଷ୍କ୍ରୁତ କରାଯାଇଥିଲା l ଭବାନୀପାଟଣା ଅଗ୍ନିଶମ ବିଭାଗର ଅଧିକାରୀ ନିଜ ଟିମ୍ ସହ ବିପର୍ଯ୍ୟୟ ପରିଚାଳନା ରେ ଆବଶ୍ୟକ ବିଭିନ୍ନ ଉପକରଣ ର ଉପଜୋଗ କୁ ନେଇ ପ୍ରଦର୍ଶନ କରିଥିଲେ l ଏହି ସଭାରେ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ଵାଗତ ଭାଷଣ ରଖିଥିବା ବେଳେ ଭବାନୀପାଟଣା ଉପଜିଲ୍ଲାପାଳ ବିଶ୍ଵଜିତ ଦାସ , ତହସିଲଦାର ଉପେନ୍ଦ୍ର ଲୁହା ,ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା ଓସ୍ଡମା କଳାହାଣ୍ଡି ପ୍ରଡୋଷ ଜେନା ଏବଙ୍ଗ ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ନିଜ ନିଜ ମତ ଉପସ୍ଥାପନ କରିଥିଲେ l

Related Post

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟ କ୍ରମ

Posted by - October 3, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ NYKS ବାଲିଆପାଳ ର ମୁଖ୍ୟ ଯୁବ ସମାଜ ସେବୀ ସୁଶାନ୍ତ କୁମାର ବେହେରା…

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୋରଜବରଦସ୍ତି କରି ଋଣ ଟଙ୍କା ଆଦାୟ କରିବା ପ୍ରତିବାଦରେ ଗଣଧାରଣା

Posted by - June 22, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ବିଗତ ଦୁଇ ବର୍ଷ ହେଲା ୯୦୦ ରୁ ଊର୍ଦ୍ଧ୍ବ ଏସ ଏଚ ଜି ମହିଳା ମାଁ ମାନଙ୍କୁ ଗ୍ରୁପ ଲୋନ ନେବା ପରେ…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ସର୍ବପୁରାତନ ଅନୁଗୁଳ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ଜୋର୍

Posted by - August 1, 2020 3
ଅନୁଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲାର ସର୍ବପୁରାତନ କଲେଜ ଅନୁଗୁଳ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ଜୋର୍ ଧରିଛି। ଶିକ୍ଷା ବିକାଶ ମଞ୍ଚ, ଅନୁଗୁଳ ପକ୍ଷରୁ…

ବିରସିଂହଗଡ ପଞ୍ଚାୟତରେ ଥମୁନାହିଁ ହାତୀ ଉପଦ୍ରବ

Posted by - July 12, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ୱାଳ ) ସମ୍ବଲପୁର ଜିଲ୍ଲାରେ ରେ ପୁଣି ବଣୁଆ ହାତୀଙ୍କ ଉପଦ୍ରବ । ଜିଲ୍ଲାର ଜୁଯୋମୁରା ବ୍ଳକ ତଥା ସଦର ରେଞ୍ଜ ବୀରସିଂହଗଡ ପଂଚାୟତରେ…