ମେଗା ରକ୍ତଦାନ ଶିବିର ଅନୁଷ୍ଠିତ 

70 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜାହାଟ ସ୍ଥିତ ମଙ୍ଗଳାମନ୍ଦିର ପରିସରରେ ପାଗାବାବୁ ମେମୋରିଆଲ ଏବଂ ଅଶୋକ ଦାସ ଫାଉଣ୍ଡେସନର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ଯାଜପୁର ପୌରପାଳିକା ର ଅଧକ୍ଷା ରାଞ୍ଜୁଲତା ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଭାଇଭାଇ କ୍ଲବର ଯୁବ ସମାଜସେବୀ ସାମିଲ ହୋଇ ରକ୍ତଦାନ କରିଥିଲେ। ଏହି ଶିବିରରେ ଶତାଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Related Post

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପଡିଲା

Posted by - June 18, 2022 0
ଧର୍ମଗଡ଼:(ତା୧୮/୬(ନି.ପ୍ର)-ଶୁକ୍ରବାର ଥିଲା ସ୍କୁଲ ଖୋଲିବା ପ୍ରଥମ ଦିନ। ପ୍ରଥମ ଦିନରେ ପିଲାଙ୍କ endline ପରୀକ୍ଷା ଥିଲା । ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପରୀକ୍ଷା ଦେବା…

ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ,ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

Posted by - March 7, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର…

ବଡ଼ଦାଣ୍ଡରେ ଗଡ଼ିବନି ରଥ; ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟ ରେ ରିକଲିଙ୍ଗ ହେଇପାରିବ

Posted by - June 18, 2020 0
ଭୁବନେଶ୍ବର :ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି…

ବଲାଣି ବିକାଶ ପରିଷଦ ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ

Posted by - May 31, 2020 0
ବଡ଼ବିଲ: :(ସୀତାରାମ ଦୀକ୍ଷିତ)ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ ବଲାଣି ବିକାଶ ପରିଷଦ ତରଫରୁ କେନ୍ଦୁଝର ବଡ଼ ଡ଼ାକ୍ତରଖାନା ପରିସରରେ ଥିବା…