ବାରାହ ଆକ୍ରମଣ ରେ ବନ କର୍ମଚାରୀ ଗୁରୁତର

210 0

ସୋନପୁର : (ଅଜିତ କୁମାର ପୂଜାହାରୀ) ବାରାହା ଆକ୍ରମଣ ରେ ବନ କର୍ମଚାରୀ(ଫରେଷ୍ଟ ଗାର୍ଡ) ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଘଟିଛି ଏପରି ଘଟଣା l ବନ କର୍ମଚାରୀ ହେଲେ ଆଶୁତୋଷ ହୋତା l ସେ ଆଜି ସକାଳେ ଏକ ବାରାହା କେନାଲରେ ଫସି ଯାଇଥିଲା ତାହାକୁ ଉଦ୍ଧାର କରିବାକୁ ଯାଇଥିଲେ ଓ ଏହି ସମୟରେ ଫରେଷ୍ଟ ଗାର୍ଡକୁ ବାରାହ ଆକ୍ରମଣ କରିଥିଲା l ଯାହା ଫଳରେ ତାଙ୍କର ଗୋଡରେ କ୍ଷତ ହୋଇଛି l ତାଙ୍କୁ ଗୁରୁତର ଅବସ୍ଥା ରେ ଉଲୁଣ୍ଡା ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି l

 

Related Post

ଭୂର୍ଶିପାଲିରେ ନବ ନିର୍ମିତ ଶନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

Posted by - November 23, 2021 0
ବରଗଡ/ଅତାବିରା:ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଭୂର୍ଶିପାଲି ରେ ନବ ନିର୍ମିତ ଶନି ମନ୍ଦିର ଯୁବ ପିଢ଼ି ର ପ୍ରେରଣା ସାଜିଥିବା ଗ୍ରାମର ଅଜିତ…

ଆରଏମସି ମାର୍କେଟରେ ଥିବା ପରିବା ବ୍ୟବସାୟୀ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ

Posted by - March 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କିଆନାଳିଛକସ୍ଥିତ ଆରଏମସି ମାର୍କେଟରେ ଥିବା ପରିବା ବ୍ୟବସାୟୀ ସଂଘ ପକ୍ଷରୁ କୋରୋନା ପାଇଁ ରନ୍ଧାଖାଦ୍ୟ ବିତରଣ କରାଯାଉଛି । ସତ୍ୟାନନ୍ଦ ମିଶ୍ରଙ୍କ ନେତୃତ୍ୱରେ…

ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ବିଜେଡି କର୍ମୀଙ୍କ ବ୍ଲକ ସ୍ତରୀୟ ଗଣଧାରଣା

Posted by - February 16, 2023 0
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ୫…

ଆତ୍ମୀକ ଉଦ୍ଦିପନା ସଭା ୨୦୨୨ ଅନୁଷ୍ଠିତ

Posted by - December 30, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସିନ୍ଧିଗୁଡା ଗ୍ରାମ ପଂଚାୟତ ସାନ ଡାଇଭଟ୍ଟା ଠାରେ ଆତ୍ମୀକ ଉଦ୍ଦିପନା ସଭା ୨୦୨୨ଆୟୋଜନ କରାଯାଇଅଛି ଏହି କାର୍ଯ୍ୟକ୍ରମ ରେ…

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

Posted by - December 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ଜାତୀୟ ରାଜପଥ ୨୬ ନିକଟରେ…