Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଷାକ୍ତ ଫଳ ଖାଇ ବୃଦ୍ଧା ଙ୍କ ମୃତ୍ୟୁ

36 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୋୖଦ୍ଧ ଜ଼ୀଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ବଜାରରେ ଜଣେ ବୃଦ୍ଧାର ବିଷାକ୍ତ ଫଳ ଖାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ ବୁଧୁବାର ଚାରିଛକ ବଜାରର ଇନ୍ଦୁମତି ବେହେରା(୬୨) କୌଣସି କାରଣ ଯୋଗୁଁ ଏକ ବିଷାକ୍ତ ଫଳ ଖାଇଥିଲେ ।

ଗୁରୁତର ଅବସ୍ଥାରେ ଘର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଚି ।ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଛି ।

Related Post

ଜୟପୁର ରେ ନୂତନ ରୋଟାରୀ କ୍ଲବ ର ଶୁଭ ଉଦଘାଟନ

Posted by - August 17, 2021 0
ଜୟପୁର:( ଡମ୍ୱରୁ ପଟନାୟକ)କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ମାଉନ୍ଟଭେଲୀ ହୋଟେଲ ସଭାଗୃହ ରେ ନୂତନ ରୋଟରି କ୍ଳବ ର ଶୁଭ ଉଦ୍ଧଘାଟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା.…

ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା ,ଡଙ୍ଗରଭେଜା ଫାଣ୍ଡିରେ ଗଞ୍ଜେଇ

Posted by - June 6, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡ ବ୍ଲକ ଏକୋ ସିମାନ୍ତ ବ୍ଲକନନ୍ଦାହାଣ୍ଡି ବ୍ଲକକୁ ଲାଗି ମୁଖିଗୁଡା , କଳାହାଣ୍ଡି , ରାୟଗଡ଼ା , କୋରାପୁଟ…

ସିହୀନି ଗ୍ରାମବାସୀ ଟିଟିଲାଗଡ ପ୍ରଶାସନର ଦ୍ୱାରସ୍ଥ – ଜୁଆ ଖେଳ ଓ ମଦ ବିକ୍ରି ବନ୍ଦ କରାଯାଉ ବୋଲି କଲେ ଦାବି

Posted by - May 17, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମବାସୀ ଆଜି ଟିଟିଲାଗଡ ଉପଜିଲ୍ଲାପାଳ, ଅବକାରୀ ବିଭାଗ ଏବଂ ଥାନାକୁ ଆସି ଗ୍ରାମରେ ହେଉଥିବା ମଦ…

ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ଜିଲ୍ଲା ବୟନ ଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଉପ ବୟନ ଶିଳ୍ପ କାର୍ଯ୍ୟାଳୟ କରାଯିବା ପ୍ରତିବାଦରେ…

ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ ପାଳନ

Posted by - November 1, 2021 0
ବୌଦ୍ଧ(ସାମରେଶ ମିଶ୍ର)ବୌଦ୍ଧ ଜିଲ୍ଲା କଂଗ୍ରେସ ର ଆଇନ ସେବା କାର୍ଯ୍ୟାଳୟରେ ସ୍ବର୍ଗତ ଭାରତରତ୍ନ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 37 ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇ ଯାଇଛି…