Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କୁରସୁଡ ବ୍ରହ୍ମାକୁମାରୀ ପକ୍ଷରୁ ଦୀପାବଳି ଉତ୍ସବ ମହାସମାରୋହରେ ପାଳିତ

108 0

ଟିଟିଲାଗଡ଼ : ( ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ବ୍ଲକ କୁରସୁଡ ଗ୍ରାମରେ ବ୍ରହ୍ମାକୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଦୀପାବଳି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମାନବ ଜୀବନରେ ଶ୍ରେଷ୍ଠ ଚରିତ୍ର ନିର୍ମାଣ ପାଇଁ ନିଜ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ଅହଙ୍କ।ରରୁ ଦୂରେଇ ଏକ ସଂସ୍କାରୀତ ଜୀବନ ଯାପନ କରାଯାଇ ପାରିବ ବୋଲି ବ୍ରହ୍ମାକୁମାରୀର ଭଉଣୀ ମାନେ ପ୍ରକାଶ କରିଥିଲେ।

ବ୍ରହ୍ମାକୁମାରୀ ଗୀତାପାଠଶାଳାର ସଂଚାଳିକା ସୁରଭୀ ଭଉଣୀ ଦୀପାବଳିର ଆଧ୍ୟାତ୍ମିକ ରହସ୍ଯ ଉଦଘାଟନ କରିବା ସହ ଆମ ମନ ଭିତରେ ଥିବା ଅଜ୍ଞାନ ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକ ନିଜ ଆତ୍ମାକୁ ଜାଗ୍ରତ କରିବା ହିଁ ସତ୍ଯ ଦିପାବଳି ଉତ୍ସବ ପାଳନ ହେବ ବୋଳି ବକ୍ତବ୍ଯ ପ୍ରଦାନ କରିଥିଲେ। ଓଡିଶା ପ୍ରାନ୍ତୀୟ ଜୈନ ସ୍ବତାମ୍ବର ତେରାପନ୍ଥ ସଭାର ଅଧ୍ୟକ୍ଷ ମୁକେଶ କୁମାର ଜୈନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଏହି ଦିନଟି ଅସତ୍ୟ ଉପରେ ସତ୍ୟ ଜୟ। ଏହି ଅବସରରେ ପୂର୍ବତନ ସରପଞ୍ଚ ରିଙ୍କି ସାହୁ, ଦୁର୍ଯ୍ୟୋଧନ ସାହୁ, ତିରବନ ସାହୁ, ରେଖା ଜୈନ, ଜ୍ୟୋତି ଜୈନ, ଭୂବନେଶ୍ବର ଗହିର, ଦୁର୍ବାଦନ ସାହୁ ଆଦି ଯୋଗ ଦେଇ ନିଜ ନିଜ ମତାମତ ରଖିଥିଲେ।

Related Post

ସ୍ଵତନ୍ତ୍ର ଶିକ୍ଷଣ କାର୍ଯ୍ୟକ୍ରମ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ “ପଢିବାକୁ ଶିଖିବା ଶିଖିବାକୁ ପଢିବା”

Posted by - June 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଦିନୀପୁର ଓ ଗଣନାଥପୁର କ୍ଳଷ୍ଟର ମିଳିତ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର ଶିକ୍ଷଣ…

ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର

Posted by - April 5, 2020 206
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ରମ୍ପା ସରପଞ୍ଚଙ୍କ ବିଜୟ କିଶୋର ସାହାଣୀ…

ନବରଙ୍ଗପୁର ରେ ସ୍ୱସ୍ତିକ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - December 19, 2021 0
ନବରଙ୍ଗପୁର :-(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଗାଵର୍ଲ ଗୁଡା ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ସ୍ୱସ୍ତିକ ଟିଭି ଚେନ୍ୟାଲ ର ପଞ୍ଚମ ବାର୍ଷିକୀ ଉତ୍ସବ ପାଳିତ ହେଇଯାଇଛି! ଏହି…

ବରୀ ବ୍ଲକ ପୂର୍ବତନ ଅଧକ୍ଷ ଗଗନ ବିହାରୀ ଜେନାଙ୍କ ପରଲୋକ

Posted by - May 25, 2021 0
ଯାଜପୁରଅଫିସ :ମହାମାରୀ କରୋନା ର ଦ୍ୱିତୀୟଲହର ବରୀ ରେ ତାଣ୍ଡବ ଲୀଳା କରୁଛି, ଏଥିରେ ବରୀ ବ୍ଲକ ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ରାଜନୀତିଜ୍ଞ ଗଗନ ବିହାରୀ…

ଭବାନୀପାଟଣା ଠାରେ ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍”୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Posted by - September 18, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଭବାନୀପାଟଣା ପୌରପରିଷଦ ଦ୍ଵାରା ସ୍ୱଚ୍ଛତା ଲିଗ କାର୍ଯ୍ୟକ୍ରମର ଅଂଶବିଶେଷ ସହରରେ ସ୍ୱଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ…