କେନ୍ଦୁଝର ରେ ଗଜଲଷ୍ମୀ ପୂଜା ପାଳିତ।

812 48

କେନ୍ଦୁଝର:ଧରା ପୁଷ୍ଟ ରେ ଦେବିଦୁର୍ଗା ମେଲଣି ନେବା ପରେ ଏବେ ଆଗମନ କରିଛି ମା ଲଷ୍ମୀ ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମା ଲଷ୍ମୀଙ୍କ ଆରାଧନା ଦେବୀ ଧୁମଧାମରେ ପାଳିତ ହେଉଛି।କେନ୍ଦୁଝର ଜିଲ୍ଲାର ଆନନ୍ଦ ପୁର ବ୍ଲକ ତରତରା ପଞ୍ଚାୟତ ବାଳକାଟୀ ଗ୍ରାମରେ ମା ଲଷ୍ମୀ ଙ୍କ ପୂଜା ଧୁମଧାମରେ ପାଳିତ ହେଉଅଛି।

ବାଳକାଟି ଗ୍ରାମରେ ମା ଲଷ୍ମୀ ଙ୍କ ଆରାଧନା ସମ୍ପୂର୍ଣ୍ଣ ରୀତିନୀତି ପୂର୍ବକ ଅନୁଷ୍ଠିତ ହେଉଥିବା ବେଳେ ସୁନ୍ଦର ତୋରଣ ସହ ବୈଦୁତିକ ଆଲୋକ ମାଲରେ ମା ଙ୍କ ନିକଟରେ ଭୋଗ ଓ ନୈବେଦ୍ୟ ଅର୍ପଣ କରି ମା ଲଷ୍ମୀ ଙ୍କ କୃପା ଲାଭ କରୁଛି ଅପର ପକ୍ଷରେ ବାଳକାଟି କମିଟି ସତ୍ୟଜିତ ମଲ୍ଲିକ, କୈଳାସ ମଲ୍ଲିକ, ଅନିଲ ମଲ୍ଲିକ, ଅଜିତ ମଲ୍ଲିକ, ଅଭିଜିତ ମଲ୍ଲିକ, ପ୍ରିୟବ୍ରତ ମଲ୍ଲିକ, ସଂଜୀବ ମଲ୍ଲିକ, ଦେଵବ୍ରତ ମଲ୍ଲିକ, ଗଗନ ଘଡେଇ, ଟୁକୁନା ନାହାକ,ଜିତୁନ ଦାସ ଉପସ୍ଥିତ ରହିଥିଲେ।

Facebook Notice for EU! You need to login to view and post FB Comments!

Related Post

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…

ମେଡିକାଲ କୁ ଅଚାନକ ପରିଦର୍ଶନ କଲେ ଭାରପ୍ରାପ୍ତ ଜିଲାପାଳ

Posted by - December 6, 2019 310
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ଜିଲାପାଳ ଏହି ପରିଦର୍ଶନ ସମୟରେ…

ରବି ରୁତୁ ଜଳସେଚନ ବ୍ୟବସ୍ଥା ରେ ଅନିଶ୍ଚିତତା, ସର୍ବନିମ୍ନ ସ୍ତରରେ ଇନ୍ଦ୍ରାବତୀ ଜଳଭଣ୍ଡାର

Posted by - May 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡିର ଜୀବନ ରେଖା ବୋଲାଉଥିବା ଉପର ଇନ୍ଦ୍ରାବତୀ ଯୋଜନା ଚଳିତ ରବି ଋତୁରେ ଜଳସେଚନ ବ୍ୟବସ୍ଥା କୁ…

ବଲାଙ୍ଗିର ଜିଲ୍ଲା ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

Posted by - December 19, 2021 0
ବଙ୍ଗୋମୁଣ୍ଡା:୧୭/୧୨(ଅଭିମନ୍ୟୁ ବହିଦାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଦ୍ଧିତ କଲେ ବିରଜା ମନ୍ଦିରର ସେବାୟତମାନେ

Posted by - March 3, 2020 401
ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରା ଯାଜପୁରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ…

There are 48 comments

  1. Thanks for some other informative website. The place else may just I am getting
    that kind of information written in such a perfect manner?
    I have a project that I am just now working on, and
    I have been on the glance out for such information.

  2. Hi! This is my first visit to your blog! We
    are a collection of volunteers and starting a new project in a
    community in the same niche. Your blog provided
    us valuable information to work on. You have done a
    outstanding job!

  3. Every weekend i used to go to see this site, as i wish for enjoyment, as this this website conations in fact fastidious funny data too.

  4. Please let me know if you’re looking for a writer for your weblog.
    You have some really great posts and I believe I would be a good asset.
    If you ever want to take some of the load off,
    I’d love to write some articles for your blog in exchange for a link back to mine.
    Please blast me an e-mail if interested. Thank you!

  5. Hi there everyone, it’s my first go to see at this website, and
    piece of writing is actually fruitful in support of me, keep up posting
    these types of content.

  6. Terrific post however , I was wondering if you could write a litte more on this topic?
    I’d be very thankful if you could elaborate a little bit more.
    Thank you!

  7. Your style is really unique compared to other folks I’ve read stuff from.
    Many thanks for posting when you’ve got the opportunity, Guess I’ll just bookmark this
    page.

  8. Simply desire to say your article is as surprising. The clarity
    in your post is simply spectacular and i can assume you are an expert on this subject.
    Fine with your permission allow me to grab your feed to keep
    updated with forthcoming post. Thanks a million and please keep up
    the gratifying work.

  9. Tremendous issues here. I’m very satisfied to see
    your article. Thanks so much and I’m having a look ahead to contact you.
    Will you kindly drop me a mail?

  10. I will immediately take hold of your rss feed as I can’t to find your email
    subscription link or newsletter service. Do you have any? Kindly let me recognize so that I may subscribe.
    Thanks.

Leave a comment

Your email address will not be published.