ଲାଠୋର ରେଞ୍ଜ ଅଞ୍ଚଳରେ ଜଙ୍ଗଲି ହାତୀ ପ୍ରବେଶ , ହାତୀ ଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ବାନକର୍ମଚରି ଙ୍କ ଉଦ୍ୟମ

66 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ସ୍ଥାନୀୟ ରେ ଜଙ୍ଗଲି ହାତୀ ପ୍ରବେଶ କରିଥିବା ଜଣାପଡିଛି । ଏ ନେଇ ସ୍ଥାନୀୟ ରେଞ୍ଜର ପ୍ରଭାତି ସେଠ ଓ ବନ ବିଭାଗ କର୍ମଚାରୀ ଖବର ପାଇ ହାତୀ ମାନଙ୍କୁ ଘଉଡ଼ାଇବା ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତ୍ର ସମୟରେ ନୂଆପଡ଼ା ଜିଲ୍ଲା କୁମୁନ ଅଞ୍ଚଳରୁ ଦୁଇଟି ହାତୀ ଲାଠୋର ଅଞ୍ଚଳରେ ପ୍ରବେଶ କରିଥିବା ଭିଡିଓ ଭାଇରାଳ ହେବାରେ ଲାଗିଛି।

ସ୍ଥାନୀୟ ଲୋକେ ଜଙ୍ଗଲି ହାତୀ ମାନଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି । ହାତୀ ମାନେ କୌଣସି ଲୋକଙ୍କ କ୍ଷୟ କ୍ଷତି କରିନ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଏ ନେଇ ରେଞ୍ଜର ଶ୍ରୀ ସେଠ ଙ୍କୁ ପଚାରିବାରୁ ଜଙ୍ଗଲି ହାତୀ ଙ୍କୁ ରାତ୍ର ୩ ଟା ସମୟରେ ଦେଖିବାକୁ ପାଇ ହାତୀ ମାନଙ୍କୁ ଘଉଡ଼ାଇବା କାମ ଚାଲିଥିବା ପ୍ରକାଶ କରିଥିଲେ।

Related Post

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଟେସନ ପକ୍ଷରୁ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜନସଂଖ୍ୟା…

ତପସ୍ପିନି ଟ୍ରେନରେ ଆରମ୍ଭ ହେଲା LHB କୋଚ ଯାତ୍ରା

Posted by - January 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏଣିକି ସମ୍ବଲପୁର ସମେତ ଓଡିଶା ର ୮ ଗୋଟି ଜିଲ୍ଲାର ଲୋକେ ପାଇପାରିବେ ପୁରୀ ହାଟିଆ ଏସ୍କପ୍ରେସ ଟ୍ରେନରେ ଆରାମ ଦାୟକ ଯାତ୍ରାର ସୁବିଧା ।…

ସହିଦ୍ ପ୍ରତାପ ନାଏକ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର

Posted by - November 1, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା…

ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ ଜୟନ୍ତୀ ପାଳିତ

Posted by - November 24, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣ ରେ ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ…