ସରପଞ୍ଚ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଅଭିଯୋଗ ଆଣିଲେ ଗ୍ରାମବାସୀ

123 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସରପଞ୍ଚ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଅଭିଯୋଗ ଆଣିଲେ ଗ୍ରାମବାସୀ। ଯାଜପୁର ବିଞ୍ଝାରପୁର ବ୍ଲକ ଗୁହାଳି ପଞ୍ଚାୟତର ସରପଞ୍ଚ ଦିବ୍ୟଜ୍ୟୋତି ଘଡାଇ ଓ ତାଙ୍କ ପରିବାର ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ।

ଶୁଭ୍ରାଂଶୁ ମହଲ,ଆକ୍ରୋଶ ଶିକାର ହୋଇଥିବା ବ୍ୟକ୍ତି 

ସରପଞ୍ଚଙ୍କ ଶ୍ଵଶୂରସ୍ଵାମୀ ଓ ଦିଅର  ପଞ୍ଚାୟତ ଲୋକଙ୍କୁ ଦୁର୍ବ୍ୟବହାର ସହ ଗାଳିଗୁଲଜ କରି ନାନା ଅଶାନ୍ତି ସୃଷ୍ଟି କରୁଛନ୍ତି। ବିଭିନ୍ନ ମିଥ୍ୟା ଘଟଣାରେ ପଞ୍ଚାୟତ ଲୋକଙ୍କ ନାମରେ ଥାନାରେ ମାମଲାକରି ଗରିବ ସାଧାରଣ ପଞ୍ଚାୟତ ବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ସରପଞ୍ଚଙ୍କ ପରିବାର ବିରୁଦ୍ଧରେ ଗୁହାଳି ପଞ୍ଚାୟତବାସୀ ସାମ୍ଵାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେଥିପାଇଁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

Related Post

କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଅନ୍ୟ ୭ ଦଫା ଦାବୀ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ 

Posted by - September 28, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ଓ ଅନ୍ୟ ୭ ଦଫା ଦାବୀ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ  I ଜିଲ୍ଲାର…

କଣ୍ଟାମାଳ ଠାରେ ସବଜେଲ ପାଇଁ ଦାବି

Posted by - October 17, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଆଭ୍ୟନ୍ତରୀଣ ଅଞ୍ଚଳ କଣ୍ଟମାଳ ବ୍ଳକ । ଯେଉଁଠାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ କାଯ୍ୟକଳାପ। ଏହାକୁ ଦୁଷ୍ଟି ରେ ରଖି…

ପୋଲିସ ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୁହାଁମୁହିଁ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଙ୍କୁ ବିରୋଧ କରି ଆଜି ସମ୍ବଲପୁର ଠାରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଡିଆଇଜି କାର୍ଯ୍ୟାଳୟ ଘେରାଉ…

ବିଜେଡ଼ିର ପ୍ରଚାର ସମୟରେ ଅଘଟଣ, ପ୍ରଚାର ଗାଡି ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଦୁଇ ଜଣ

Posted by - February 16, 2022 0
ବସ୍ତା:ବସ୍ତାବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଆଜି ବିଜେଡିର ନିର୍ବାଚନ ପ୍ରଚାର ସମୟରେ ଏକ ବଡ଼ ଅଘଟଣା ଘଟିଯାଇଛି। ପ୍ରଚାର ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉ…

ମେରୁଯାତ୍ରା ଉଦଯାପିତ,ବହୁ ସଂଖ୍ୟlରେ ଭକ୍ତମାନଙ୍କ ସମାଗମ

Posted by - April 15, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ପବିତ୍ର ଚୈତ୍ରମାସ ର ବିଷୁବ ସଂକ୍ରାନ୍ତିକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତିବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ!ଏହି ଚୈତ୍ର ମାସ ଏକ ପବିତ୍ର…