ମନମୁଣ୍ଡା ଥାନାର ନୂତନ ଆଇଆଇସି ଙ୍କୁ ସମ୍ବର୍ଦ୍ଧନା କଲେ ଓଡ଼ିଶା ଡ୍ରାଇଭର ମହାସଂଘ

67 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଥାନା ରେ ନୂତନ ଆଇଆଇସି ଭାବେ ଅଶ୍ଵିନୀ ଭିତିରିଆ ଯୋଗଦେଇଥିବା ବେଳେ ଲୋକଙ୍କୁ ନ୍ୟାୟ ଯୋଗାଇଦେବା ସହ ଉଚିତ୍ ବ୍ୟବସ୍ଥା କରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ମନ ମୁଣ୍ଡାଶାଖା ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଙ୍କ ନେତ୍ଵତ୍ୱରେ ସମସ୍ତ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ମନମୁଣ୍ଡା ଥାନାରେ ପହଞ୍ଚି ନୂତନ ଆଇଆଇସି ଙ୍କୁ ଉପଢୌକନ ଦେବାସହ ପୁପ୍ସଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।

ଡ୍ରାଇଭର ମହାସଂଘ ସହ ସ୍ଥାନୀୟ ଅଂଚଳରେ ହେଉଥିବା ଅନ୍ୟାୟ ଅତ୍ୟାଚାର ତଥା ମାଡ଼ପିଟ ପ୍ରତି ଧ୍ୟାନ ଓ ସହଯୋଗ କରିବାକୁ ଗୁହାରି କରିଥିଲେ।ମନମୁଣ୍ଡା ଥାନା ଅଂଚଳରେ ହେଉଥିବା ରାହାଜାନୀ ଚୋରି ଡକାୟତ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିବା ବେଳେ କଡାକଡି ଭାବେ ପେଟ୍ରୋଲିଙ୍ଗ କରିବାକୁ ଅନୁରୋଧ କରିଥିଲେ।ଶଗଡା ଯଥା ପଳସାଗୋରା ଓ ବାଉଁଶୁଣି ରାସ୍ତାରେ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

Related Post

ବିରସା ମୁଣ୍ତା ଙ୍କୁ ଭକ୍ତି ପୂର୍ଣ ଶ୍ରଦ୍ଧାଞ୍ଜଳି ଦେଲେ ବଲାଣି ନାଗରିକ ସୁରକ୍ଷା ମଞ୍ଚ

Posted by - June 9, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ତା ସ˚ପ୍ରଦାୟର ଲୋକଙ୍କୁ ଶୋଷଣ-ଅତ୍ୟାଚାରରୁ ରକ୍ଷାକରିବା ପାଇଁ ଇ˚ରେଜ ସରକାର ବିରୋଧରେ ଲଢ଼ିଥିଲେ ବିରସା ମୁଣ୍ତା। ଏକ ଅବହେଳିତ ସ˚ପ୍ରଦାୟର…

ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ମହାପ୍ରଭନ୍ଧକଙ୍କ ଦାନ

Posted by - April 16, 2020 316
ଅନୁଗୋଳ:(ମହେଶ ଭୋମରାଜ)ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି । ଆଜି ଏହି ପରିପ୍ରେ କ୍ଷୀରେ…

ଜିଲ୍ଲାରେ ଚଳିତ ବର୍ଷ ପୀଠ ମାନଙ୍କରେ ଗଣେଷ ପୂଜା ବନ୍ଦ ରହିବ: ଯାଜପୁର ଜିଲ୍ଲାପାଳ

Posted by - August 13, 2020 0
ଯାଜପୁର ଅଫିସ : ୧୨/୦୮ ଚଳିତ ବର୍ଷ କରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମଣ୍ଡପ ମାନଙ୍କରେ…

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

Posted by - April 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସରକାରି ଡାକ୍ତରଖାନାରେ ସ୍ୱଚ୍ଛତା ପକ୍ଷ 2022 ପାଳିତ ହୋଇଯାଇଛି। ପ୍ରତିବର୍ଷ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ କୁ ସ୍ୱଚ୍ଛତା ସପ୍ତାହ…

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

Posted by - August 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ…