ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନ୍ମଦିବସ କୁ ଯାଜପୁରରେ ବେଶ ଧୁମ ଧାମ ରେ ପାଳନ

130 0

ଯାଜପୁର :ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ୭୭ ତମ ଜନ୍ମଦିବସ କୁ ଯାଜପୁରରେ ବେଶ ଧୁମ ଧାମ ରେ ପାଳନ କରାଯାଇଛି । ଯାଜପୁର ବାଳାଶ୍ରମ ପଡିଆ ରେ ତିଆରି ହୋଇଥିବା ୧୦୦ଫୁଟର ଏକ ବିଶାଳ ହୋର୍ଡିଂ ନିକଟରେ କେକ କଟାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଯାଜପୁରବାସୀ।

ଏହି କାର୍ଯ୍ୟକ୍ରମରେ ଚାରୀହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣାଇବା ସହ ଆତସ ବାଜି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏଥିସହ ବୈତରଣୀ ନଦୀର ଦଶ୍ବାଶମେଧ ଘାଟରେ ଲେଜର ସୋ ର ମଧ୍ୟ ଆୟୋଜନ କରାଯାଇଥିଲା।।

ଏହି କାର୍ଯ୍ୟକ୍ରମ ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଧର୍ମଶାଳା ବିଧାୟକଙ୍କ ସମେତ ଭଦ୍ରକ,ବାସୁଦେବପୁର,ଚାନ୍ଦବାଲି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ବାହରର ଅନେକ ବିଜୁ ଜନତା ଦଳର ନେତା ଯୋଗ ଦେଇଥିଲେ।

Related Post

ପଜିଟିଭ ସଂଖ୍ୟା ପହଞ୍ଚିଲା ୩୫୭ : ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ.

Posted by - August 4, 2020 36
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରୁ ଆଜି(ସୋମବାର) ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୯ ଜଣ , ଛେଣ୍ଡିପଦା…

ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

Posted by - January 1, 2019 0
ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ…

ଭିଜିଲାନ୍ସ ବିଭାଗର ଚଢ଼ାଉ

Posted by - August 31, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଘଟଗାଁରେ କାର୍ଯ୍ୟରତ ବି ଇ ଓ ଅଭୟ ବେହେରା ଙ୍କ ଯାଜପୁର ପୌରପାଳିକାର ବିରଜା ବିହାର ବାସଭବନରେ ଯାଜପୁର ଭିଜିଲାନ୍ସ ବିଭାଗର ଚଢ଼ାଉ…

ଜୁନାନିବାହାଲ ଗାଁରେ ପୋଲିସ ମାଓବାଦୀ ମୁହାଁ ମୁହିଁ ,ଜଣେ ମାଓବାଦୀ ନିହତ

Posted by - November 29, 2021 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଶନିବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁ ମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ…