Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ନିମ୍ନ ମାନର ସ୍କୁଲ ଡ୍ରେସ ଯୋଗାଣ

82 0

ଖପ୍ରାଖୋଲ: ୧୫/୧୦ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତର ବଡ ଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟ ରେ ନିମ୍ନ ମାନର ସ୍କୁଲ ଡ୍ରେସ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଇଥିବା ଭିଡିଓ ଫଟୋ ଦେବରାଜ ବାରିକ ନାମକ ଯୁବକ ଭାଇରାଲ୍ କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ରେ ଶୁଣିବାକୁ ମିଳୁଛି ଯେ ଛାତ୍ରୀ ଜଣକ ସ୍କୁଲ ଡ୍ରେସ ଦିଆଯିବ ପରେ ସେ ଦିନଟିଏ ସ୍କୁଲ କୁ ପିନ୍ଧି ଗଲା ପରେ ଚିରିଯାଇଛି ।

ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ବର୍ଷକରେ ଥରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ୟୁନିଫର୍ମ ପିନ୍ଧିକିଯିବା ପାଇଁ ସରକାର ଙ୍କ ତରଫରୁ ଦୁଇ ଖଣ୍ଡ ଲେଖାଏଁ ଡ୍ରେସ ଓ ଗୋଟିଏ ସାର ମୋଜ ଓ ଜୋତା ଦିଆଯାଇଥାଏ । ଡ୍ରେସ , ସାର୍ଟ , ପ୍ୟାଣ୍ଟ୍ , ଜୋତା , ମୋଜା ପାଇଁ ଜଣେ ଛାତ୍ର ଓ ଛାତ୍ରୀଙ୍କୁ ସରକାର ଛଅ ଶହ ଟଙ୍କା ପ୍ରଦାନ କରିଥାନ୍ତି । ଉତ୍ତମ ମାନର ୟୁନିଫର୍ମ ଯୋଗାଇ ଦେବା ପରେ ଜଣେ ଭେଣ୍ଡର ଙ୍କ ଏକାଉଣ୍ଟ୍ ରେ ସରକାରଙ୍କ ତରଫରୁ ବିଦ୍ୟାଳୟ କୁ ଦିଆ ଯାଇଥିବା ଡ୍ରେସ ବାବଦ ଟଙ୍କା ପକାଯାଇଥାଏ ।

ହେଲେ ଏଠାରେ କିଛି ରାଜନୈତିକ ବ୍ୟକ୍ତି i ବି ଇ ଓ କାର୍ଯ୍ୟଳୟ ର କର୍ମଚାରୀ ଙ୍କ ଚଞ୍ଚକତା ଯୋଗୁଁ ଶିକ୍ଷକ ମାନଙ୍କୁ ଯୋର ଜବରଦସ୍ତ ଉପରୁ ନିର୍ଦ୍ଦେଶ ହୋଇଥିବା ଭେଣ୍ଡର୍ ଙ୍କୁ ଡ୍ରେସ ଯୋଗାଇଦେବା ପାଇଁ ଚାପ ସୃଷ୍ଟି କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ଏଠାରେ ପ୍ରକାଶ ଠଉକି ଜଣେ ଶିକ୍ଷକ ନିଜ ନାମ ଗୋପନ ରଖି ଉକ୍ତ ବିଷୟରେ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି । ଉକ୍ତ ଡ୍ରେସ ଦୁର୍ନୀତି ର ଖୋଳତାଡ କରି ଦୁର୍ନୀତି କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏନେଇ ସି ଆର୍ ସି ସାନ୍ତାନୁ ମିଶ୍ର ଙ୍କୁ ପଚାରିବାରୁ ଘଟଣା ବିଷୟରେ ପଚାରି କହି ପାରିବି ବୋଲି ପ୍ରକାଶ କରିଥିଲେ।

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ଗସ୍ତ, ଗସ୍ତପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ

Posted by - January 5, 2019 0
ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି…

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

Posted by - January 13, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା…

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Posted by - August 27, 2020 0
ଯାଜପୁର ଅଫିସ :ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ…

ବଢି ଚାଲିଛି ଯାଜପୁର ରେ ଆକ୍ରାନ୍ତ ଙ୍କ ସଂଖ୍ୟା,ରାଜ୍ୟ ରେ ୧୮୦

Posted by - May 6, 2020 0
ଭୁବନେଶ୍ୱର ୦୬।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି…

ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - September 22, 2022 0
ଖପ୍ରାଖୋଲ: ୨୨/୯(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି।…