ବେଆଇନ୍ ୩ ହେକ୍ଟର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟକଲା ମନମୁଣ୍ଡା ବନବିଭାଗ

96 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନ ମୁଣ୍ଡା ରେଞ୍ଜ ଅଞ୍ଚଳରେ ଚାଲିଥିବା ବେଆଇନ ଭାବେ ଗଞ୍ଜେଇ ଚାଷକୁ ସଂପୂଣ୍ଣ ଭାବେ ନଷ୍ଟ କରିବାକୁ ଏବେ ଅଣ୍ଟା ଭିଡ଼ିଛି ବନବିଭାଗ। କୌଣସି ସୂତ୍ରରୁ ଖବର ପାଇ ଆଜି ବୌଦ୍ଧ ଡିଏଫୋଓ ପ୍ରିୟବ୍ରତ କମ୍ଫ ଙ୍କ ନିର୍ଦ୍ଧେଶ କ୍ରମେ ମନ ମୁଣ୍ଡା ରେଞ୍ଜର ଶ୍ରୀବତ୍ସ କୁମୁରା,କଣ୍ଟାମାଳ ରେଞ୍ଜର ଖିରବାଧି ପ୍ରଧାନ ,ଫରେଷ୍ଟର ଦେବାକାନ୍ତ ବେହେରା, ମାଳତୀ ମାଝୀ ,ଫରେଷ୍ଟ ଗାର୍ଡ ଓ ୱାଚର ଏହିପରି ଭାବରେ ୨୫  ଜଣ ମିଳିତ ଭାବେ ମନ ମୁଣ୍ଡା ଓ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର ଓ ସଗଡା ସେକ୍ସନ ପେନାଯୋର ସଂରକ୍ଷିତ ଜଙ୍ଗଲରେ ୩ ହେକ୍ଟର ଜମିରେ ହୋଇଥିବା ୩୧,୩୦୦ ଗଞ୍ଜେଇ ଗଛ ନଷ୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିବା ବେଳେ ଆଗକୁ ବିଭିନ୍ନଅଂଚଳ ରେ ଚଢ଼ାଉ ଜାରି ରହିବ ବୋଲି ମନ ମୁଣ୍ଡା ରେଞ୍ଜର ଶ୍ରୀଯୁକ୍ତ ଶ୍ରୀବତ୍ସ କୁମୂରା ସୂଚନା

Related Post

ହରଭଙ୍ଗା ବ୍ଲକ ର 5ଟି ରେ ସାମିଲଥିବା ୧୧ଟି ହାଇସ୍କୁଲ କୁ ଗୋଟିଏ ଦିନରେ ପରିଦର୍ଶନ କଲେ ଜିଲ୍ଲାପାଳ

Posted by - November 11, 2021 0
ହରଭଙ୍ଗା :(ଚିତ୍ତରଂଜନସିଂ)ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ହରଭଙ୍ଗା ବ୍ଲକ ରେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୧ ଟି ହାଇସ୍କୁଲ କୁ…

ରଶ୍ମି ରଞ୍ଜନ ଭାଗବତ ଟୁଙ୍ଗିରେ ଭାଗବତ ଜୟନ୍ତୀ ପାଳିତ

Posted by - September 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାର  ତାରାଗାଁ ପଞ୍ଚାୟତ ଅନ୍ତର୍ଗତ,ତାରାଗାଁ ବାଇ ପାଶ୍ ରୋଡ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପରିସର ମଧ୍ୟସ୍ଥ ରଶ୍ମି ରଞ୍ଜନ ଭାଗବତ…

ଭିଡିଓ କନଫରେନ୍ସରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା

Posted by - March 26, 2020 192
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ର ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟା ରେ କରୋନା ସମ୍ପକିର୍ତ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ…

କରୋନା ଆକ୍ରାନ୍ତଙ୍କୁ ହସପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା.

Posted by - August 17, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା…

ଡୁଡୁଗା ଛକରେ ଶବ ରଖି ରାସ୍ତାରୋକ

Posted by - November 24, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ )ଗତକାଲି ବିଳମ୍ବିତ ରାତିରେ ଡୁଡୁଗା ଛକରେ ଦୁର୍ଘଟଣା ଘଟି ୨ଜଣ ପ୍ରାଣ ହରାଇଥିବାବେଳେ ଆଜି ସେମାନଙ୍କର ଶବ ଜାତୀୟ ରାଜପଥ-୪୯ ଉପରେ ରଖି…