ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ନାମେଣ୍ଟ

71 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ରାଜ୍ୟରେ କ୍ରୀଡା ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ” football for all “କାର୍ଯ୍ୟକ୍ରମ ର ଚଳିତ ମାସ 14ରୁ 17ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ବୌଦ୍ଧ ଜିଲ୍ଲା ରେ ଆରମ୍ଭ ହୋଇଯାଇଛି!ଆଜି ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ କଣ୍ଟlମାଳ “B”ସହିତ ହରଭଙ୍ଗା “B”ଖେଳରେ ହରଭଙ୍ଗା 2/0ଗୋଲରେ ବିଜୟୀ ହୋଇଥିଲା!

ଦ୍ୱିତୀୟ ମ୍ୟାଚ ରେ ବୌଦ୍ଧ” A”ଓ କଣ୍ଟlମାଳ “A”ମଧ୍ୟ୍ୟରୁ କଣ୍ଟlମାଳ ବୌଦ୍ଧ କୁ 2/0 ଗୋଲରେ ପରାସ୍ତ କରିଥିଲା!ତୃତୀୟ ମ୍ୟାଚ ଟି ବାଳିକା ମାନଙ୍କ ମଧ୍ୟରେ ହରଭଙ୍ଗା ଓ କଣ୍ଟlମାଳ ହେଉଥିବା ବେଳେ ମ୍ୟାଚ ଟି ସ୍ଥଗିତ ହୋଇଯାଇଛି!ଏହି ଖେଳକୁ ପରିଚାଳନା କରିଥିଲେ ପ୍ରବୀଣ ବେହେରା, ପ୍ରହଲ୍ଲାଦ ଭୋକ୍ତା, ଓ ଅମରେଶ ପ୍ରଧାନ

Related Post

କିଲାସମା ମୋଡେଲ ହାଇସ୍କୁଲ ପରିଦର୍ଶନ କଲେ ଶ୍ରମମନ୍ତ୍ରୀ

Posted by - October 16, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତ ରେ ଥିବା ମୋଡେଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ

Posted by - November 3, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)  ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ l ଏଭଳି ଏକ ବିଭତ୍ସ ଘଟଣା…

ବଜ୍ରାପାତ ରେ ଦୁଇ ବଳଦ ମୃତ

Posted by - October 8, 2022 0
ଖପ୍ରାଖୋଲ :୦୭/୧୦ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁ ର ଶୁକ୍ରବାର ଦିନ ବଜ୍ରାପାତ ହେବାରୁ ଦୁଇ ବଳଦ ମୃତ ହୋଇଥିବା…

ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ରକ୍ତଦାତା ଦିବସ

Posted by - June 14, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ନିମନ୍ତେ ରକ୍ତଦାନ ଜରୁରୀ ହୋଇପଡିଥିବା ବେଳେ ଏ ସଂକ୍ରାନ୍ତରେ ଜନ ସଚେତନତା ସୃ୍ଷ୍ଟି କରିବା ପାଇଁ…

ପରିବାର କଲ୍ୟାଣ ଦିବସ ପାଳିତ

Posted by - October 11, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି…