କୁର୍ମୀ କ୍ଷେତ୍ରୀୟ ଜାତୀୟ ସ୍ତରର ମହା ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ର ପ୍ରତିନିଧିତ୍ଵ

57 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପ୍ରଦେଶ ମିର୍ଜା ପୁର ଜିଲ୍ଲା ଅନ୍ତର୍ଗତ ଚୁନାର୍ ସହର ଠାରେ କୁର୍ମୀ କ୍ଷେତ୍ରୀୟ ଜାତୀୟ ମହିଳା ମହା ଅଧିବେଶନ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ର 52 ଜଣ ପୁରୁଷ ଓ ମହିଳା କର୍ମ କର୍ତ୍ତା ଯୋଗ ଦେଇଥିଲେ।

କଳାହାଣ୍ଡି ଅଞ୍ଚଳ ସଭାପତି ଅଶ୍ୱିନୀ ପ୍ରଧାନ ଓ ସମ୍ପାଦକ ଭାବଗ୍ରାହୀ ନାୟକ ଙ୍କ ନେତୃତ୍ଵ ରେ ଯାଇଥିବା ଜଣା ଯାଇଛି। ସମସ୍ତ ଗ୍ରାମ୍ୟ କମିଟି କର୍ମକର୍ତ୍ତା, ମହିଳା କର୍ମକର୍ତ୍ତା ସମେତ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳ ରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ।

ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନୁପ୍ରୀୟା ପଟେଲ୍ ମହିଳା ସଭା ରେ ଅଧ୍ୟକ୍ଷତା କରିଥିଲେ।ଭବାନୀପାଟଣା ର ସବିତା ପ୍ରଧାନ ଙ୍କୁ ଓଡ଼ିଶା ସଚିବ ଭାବେ ମନୋନୀତ କରାଯାଇଛି। ବିଭିନ୍ନ ରାଜ୍ୟର ମହିଳା ମାନେ ନୃତ୍ୟ ପରିବେଷଣ କରିଥିଲେ।

Related Post

ବୌଦ୍ଧ ଜିଲ୍ଲା ରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

Posted by - September 27, 2021 0
ବୌଦ୍ଧ:ଗତ ୨୪ ତାରିଖରେ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲା ର ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ…

କଟକ ରେ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍

Posted by - April 2, 2019 365
କଟକ :୦୨/୦୪ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁଇଟି ନାଗସାପ ଉଦ୍ଧାର!

Posted by - October 1, 2020 0
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡିଶା ସୂଚନା ବିଜ୍ଞାନ କେନ୍ଦ୍ରରୁ ଆଜି ଦୁଇଟି ବଡ ନାଗ ସାପ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

କଳାହାଣ୍ଡିର ସାମୁହିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଅମଲାଭବନ ଠାରେ ନଭେମ୍ବର ୧୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ମିଳିତ…