ଯାଜପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ

82 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଭିନ୍ନ ସମସ୍ୟା ର ସମାଧାନ ଦାବି କରି ସାହାରା ଇଣ୍ଡିଆ ର ଏଜେଣ୍ଟ ଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ସାହାରା ଇଣ୍ଡିଆ ଉପରେ ରୋକ ଲଗାଇବା ପରେ ଏଜେଣ୍ଟ ମାନଙ୍କର ଦୁର୍ଦଶା ବଢ଼ିବାରେ ଲାଗିଛି। ଜମାକାରୀ ମାନଙ୍କୁ ଟଙ୍କା ମାଚୁରିଟି ପରେ ମଧ୍ୟ ଅର୍ଥ ଫେରସ୍ତ ମିଳୁନାହିଁ।

ଫଳରେ ଜମାକାରୀ ଙ୍କ ଭାଗ୍ୟ ବର୍ତମାନ ଅନିଶ୍ଚିତତା ଭିତର କୁ ଠେଲି ହୋଇଯାଇଛି। ଫଳରେ ଜମାକାରୀ ମାନେ ସାହାରା ଏଜେଣ୍ଟ ମାନଙ୍କୁ ନିଶାନା ବନାଉଛନ୍ତି। ଜବରଦସ୍ତ ଟଙ୍କା ଫେରାଇବାକୁ ବାଧ୍ୟ କରିବା ସଂଗେ ସଂଗେ ଦୁର୍ବ୍ୟବହାର କରୁଛନ୍ତି। ତେଣୁ ଏହାର ପ୍ରତିକାର ପାଇଁ ଦାବି କରି ଏଜେଣ୍ଟ ଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Related Post

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିବସୀୟ ସମ୍ଭାଗ ସ୍ତରୀୟ ସେବକ ସେବିକା ସମ୍ମିଳନୀ ଉଦଘାଟିତ

Posted by - October 30, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଶିକ୍ଷା ଯୋଗାଇବାରେ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅନ୍ୟ ବିଦ୍ୟାଳୟ ଅପେକ୍ଷା ଭଲ ପ୍ରଦର୍ଶନ କରୁଛି। ଏଠାରେ କାର୍ଯ୍ୟରତ…

ବୌଦ୍ଧ ଜିଲ୍ଲାର ବନ୍ୟା ଆଶ୍ରୟ ସ୍ଥଳୀରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 26, 2022 0
ବୌଦ୍ଧ:୨୬/୯ 🙁 ଚିତ୍ତରଂଜନସିଂ) ବୌଦ୍ଧ ସହର ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳୀଠା ଲରେ ଆଜି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ…

ସଫା ହେଲା ଭାଲୁମୁଣ୍ଡା ସାହୁ ପଡା ଡ୍ରେନ

Posted by - May 11, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସାହୁ ପଡା ଡ୍ରେନ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥା ରେ ପଡିରହିଥିଲା । ଫଳରେ ଅଳ୍ପ ବର୍ଷା…

ଅଭିଯୁକ୍ତ ଆକ୍ରମଣରେ ଜୟପାଟଣା ଥାନା ଅଧିକାରୀ ଆହତ, ଅନ୍ୟ ଦୁଇ ଗୁରୁତର

Posted by - January 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜୈନିକ ଅଭିଯୁକ୍ତ କୁ ଧରିବା ପାଇଁ…

ସମ୍ବଲପୁର କଳାକାର ପରିବାର ପକ୍ଷ ରୁ “ସ୍ମୃତିରେ ମାନସ”

Posted by - June 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଶୋକାକୁଳ ପରିବେଶ ରେ  “ସ୍ମୃତିରେ ମାନସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମସ୍ତଙ୍କର ଆଖି ଛଳଛଳ।।ମାନସ,ମାନସ ରଞ୍ଜନ ଜୟପୁରିଆ, ଏକାଧାରରେ ସେ ଥିଲେ ଜଣେ ସାମ୍ବାଦିକ, ସଂଗଠକ,ଉଦଘୋଷକ,ଗାୟକ ଓ…