Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ ଜଣେ ଗୁରୁତର।

262 0

ଅନୁଗୁଳ:(ମହେଶ ଭୋମରାଜ)ବଅଁରପାଳ ବ୍ଲକ ମହିଧରପୁର ହାଟ ନିକଟରେ ଏକ ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମହିଧରପୁର ଆଡୁ ଅନୁଗୋଳ ଅଭିମୁଖେ ଦୁଇ ଜଣ ବ୍ୟକ୍ତି ଏକ ବାଇକରେ (OD 19 K 7052) ଯାଉଥିଲେ ଓ ବିପରୀତ ଦିଗରୁ ଆସୁଥିବା ଏକ ୪୦୭ ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି।

ନରେଶ ମହାଳିକ ନାମକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ସତ୍ୟବ୍ରତ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବାର ସୂଚନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Related Post

ମା’ ଭଣ୍ଡାର ଘରଣୀ କଳିଙ୍ଗ ବୈଶ୍ଯ ସଂଘ ତରଫ ରୁ ସମ୍ବର୍ଦ୍ଧନା ସଭା

Posted by - May 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ନବରଙ୍ଗପୁର ମା’ ଭଣ୍ଡାର ଘରଣୀ କଳିଙ୍ଗ ବୈଶ୍ଯ ସଂଘ ତରଫ ରୁ ନବରଙ୍ଗପୁରସ୍ତ ସାଇ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ଭର୍ଦ୍ଦନା…

କେସିଙ୍ଗା ଏନ୍ ଏ ସି ର ପ୍ରଥମ ପାରିଷଦ ବର୍ଗ ବୈଠକ

Posted by - April 23, 2022 0
କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗା ଏନ୍ ଏ ସି ର ସଦଭାବନା ସଭାଗୃହରେ ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପାରିଷଦ ବର୍ଗ ବୈଠକ…

ସଂଶୋଧିତ ତାଲିକା ବିରୋଧରେ ହାଇକୋର୍ଟ ର ଦ୍ବାରସ୍ଥ ହେବେ ବିଷ୍ଣୁପୁର ପଂଚାୟତର ପୂର୍ବତନ ସରପଞ୍ଚ

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସଂଗ୍ରକ୍ଷଣ ତାଲିକାକୁ ନେଇ 15 ଦିନ ହେଲା ରାଜନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ଯ୍ଯରେ ଲାଗି ରହିଥିବା ଆଶଙ୍କାର ପୂର୍ଣ୍ଣଛେଦ ପଡିଛି ।ବାଲେଶ୍ବର ଜିଲ୍ଲାପାଳ…

ସ୍ବର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କ ନାମରେ ଛକ ଓ ପ୍ରତିମୃତ୍ତି ସ୍ଥାପନ କଲେ ଗ୍ରାମବାସୀ

Posted by - September 28, 2021 0
ବୌଦ୍ଧ:୨୬/୯( ଚିତରଂଜନ ସିଂ) ହରଭଙ୍ଗା ବ୍ଲକ ତିଳେଶ୍ୱ ର ପଂଚାୟତ କୃଷ୍ନପାଲି ଗ୍ରାମ ର ସ୍ବର୍ଗତ ଦୁଃଖୀ ଶ୍ୟାମ ପ୍ରଧାନ ଙ୍କ ନାମରେ ଛକ ଓ ନିଜର…

ବରୀ ବ୍ଲକ୍‌ରେ ନୂତନ ବିଡିଓଙ୍କ ଯୋଗଦାନ

Posted by - August 7, 2020 0
ଯାଜପୁର ଅଫିସ:ବରୀ ବ୍ଲକ୍ କାର୍ଯ୍ୟାଳୟରେ ବୁଧବାର ନୂତନ ବିଡିଓ ଶିବାନନ୍ଦ ସ୍ୱାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗୁରୁବାର ଷ୍ଟାଫ୍ ମିଟିଙ୍ଗ କରାଯାଇ ସମସ୍ତ କର୍ମଚାରୀଙ୍କ ସହିତ…

There are 1 comments

Leave a comment

Your email address will not be published.