Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ପଥର ବାନ୍ଧି ମହିଳାଙ୍କୁ କୂଅରେ ପକେଇଲେ ଦୁର୍ବୃତ୍ତ, ଏକ ବାଇକ୍ ମଧ୍ଯ ଜାଳିଦେଲେ

63 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧାମନଗୁଡା ନିକଟସ୍ଥ ପଲସାପଡା ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଜୈନିକ ମହିଳାଙ୍କୁ ପଥର ବାନ୍ଧି କୂଅରେ ପକେଇବା ସହ ଏକ ବାଇକକୁ ମଧ୍ଯ ଜାଳି ଦେଇଛନ୍ତି ଦୁର୍ବୃତ୍ତ ।ସୂଚନା ରୁ ଜଣାଯାଏ ଯେ ଚିତ୍ରସେନ ମାଝୀ ଙ୍କ ବାଇକ ଓ ନିକଟସ୍ଥ ଏକ ଘର ଜଳୁଥିବା ଦେଖି ନିଆଁ ଲିଭାଇବା ପାଇଁ ନିକଟସ୍ଥ କୂଅକୁ ପାଣି ପାଇଁ ଯାଇଥିଲେ। କୂଅରେ ଗୋମତୀ ପଡିଥିବା ଦେଖି ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇଥିଲେ। ବର୍ତ୍ତମାନ ଗୋମତୀ ଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦ ମୁକ୍ତ ରହିଛି। ଏହିଭଳି ଅମାନୁଷିକ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Post

ଏକ୍‌ଜିଟ ପୋଲ ଉପରେ ଭାରତ ନିର୍ବାଚନ ଆୟୋଗର କଟକଣା

Posted by - October 20, 2020 0
ଭୁବନେଶ୍ୱର :ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍‌ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ଆସନ୍ତା ନଭେମ୍ବର…

ବାଷ୍ପ ନିଶ୍ୱାସ ଚିକିତ୍ସା SARS-CoV-2 ବା କୋଭିଡ ୧୯ ଜୀବାଣୁ ନିଷ୍କ୍ରିୟ କରିବାକୁ ସାମର୍ଥ୍ୟ

Posted by - April 22, 2021 0
(ଡ: ଅନନ୍ୟା ମଣ୍ଡଳ) ସାରା ବିଶ୍ଵ ରେ ୬୧.୪୯ ମିଲିୟନରୁ ଅଧିକ ଲୋକ ଭୟଙ୍କର ତୀବ୍ର ଶ୍ବାସକ୍ରିୟା ସିଣ୍ଡ୍ରୋମ କରୋନାଭାଇରସ୍ 2 (SARS-CoV-2) ଦ୍ଵାରା ସଂକ୍ରମିତ ହୋଇଛନ୍ତି…

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନାମ ତାଲିକା

Posted by - September 23, 2020 0
ଭୁବନେଶ୍ବର :ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର…

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

Posted by - August 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି 1947 ମସିହା…