Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଟିଟିଲାଗଡ଼ ଘଣ୍ଟାସନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିଶୁ କନ୍ୟା ଦିବସ” ପାଳିତ

101 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଝିଅ ମାନଙ୍କର ଭବିଷ୍ୟତ ଯେତେ ଉଜ୍ଜ୍ବଳ ହେବ ଆଗାମୀ ପିଢ଼ି ପାଇଁ ତାହା ବରଦାନ ହେବ, ଅକ୍ଟୋବର ୧୧ ତାରିଖକୁ ଜାତୀୟ କନ୍ୟା ଶିଶୁ ଦିବସ ଭାବେ ପାଳନ କରାଯାଏ, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଘଣ୍ଟାସନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଜୋଷ୍ନ।ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ “ଜାତୀୟ ଶିଶୁ କନ୍ୟା ଦିବସ” ମହାଆଡ଼ମ୍ବର ସହିତ ପାଳିତ ହୋଇଯାଇଅଛି।

ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ବିଶିଷ୍ଟ ନୄତ୍ୟଶିଳ୍ପୀ ସୁଶ୍ରୀ ସୁଚିସ୍ମିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ‌ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ‌ ଆତ୍ମନିର୍ଭର ହେବା ସହିତ ଉପଯୁକ୍ତ ସ୍ଥାନରେ ନିଜ ଅଧିକାର ସାବ୍ୟସ୍ଥ କରିବା ଦିଗରେ ଅବଗତ କରାଇବା ସହ ନିଜ ବିଦ୍ୟାଳୟରେ‌ ନିଜେ ଅତିଥି‌ ରୂପେ ଯୋଗ ଦେବା ଗୋଟିଏ ସୌଭାଗ୍ୟର ବିଷୟ ବୋଲି ସୁଚିସ୍ମିତା ନିଜ ବକ୍ତବ୍ୟରେ କହିଥିଲେ।।

ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନିତା ପ୍ରଭା ଗୁରୁ, ସଂଯୁକ୍ତା ଯୋଶୀ, ଜାନକୀ ପଣ୍ଡା, ସୁମିତ୍ରା ଦାସ, ନିରୂପମା ତ୍ରିପାଠୀ, କୁନିଲତା ନାୟକ,ପ୍ରମୋଦିନୀ ହୋତା,ଶାନ୍ତିଲତା ବାବୁ,ପୁଷ୍ପାଞ୍ଜଳି ଭୋଇ, ବିଷୟ ପଣ୍ଡା,ବୀଣାପାଣି ଦେବୀ, ଶିକ୍ଷକ ଗୌତମ ଆଡ଼ଜୁଆଡ଼ଙ୍କ ସମେତ ବହୁତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଅତି ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

Related Post

ଛନକା ବଢ଼ାଉଛି କରୋନା: ଦିନକରେ ଡବଲ୍ ସେଞ୍ଚୁରି.

Posted by - September 19, 2020 0
ଅନୁଗୁଳ:ଅନୁଗୁଳରେ ହୁ ହୁ ହେଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ବେଲଗାମ୍ ହୋଇପଡୁଛି କରୋନା ସ୍ଥିତି । ଆଜି( ଶନିବାର) ଅନୁଗୁଳ ଜିଲ୍ଲାରୁ…

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା:ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର

Posted by - January 11, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ୨୪ ଘଣ୍ଟାରେ…

କଳାହାଣ୍ଡିର କାଶ୍ମୀରରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Posted by - December 23, 2021 0
କଳାହାଣ୍ଡି:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେବାଯୋଗୁଁ ସମଗ୍ର ରାଜ୍ୟରେ ଶୀତର ପ୍ରକୋପ…

କନିଷ୍ଟ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Posted by - June 5, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି…