ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ

91 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବରି ବ୍ଳକ ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଂଚାୟତବାସୀ । ଏ ନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ସୂଚନା ଅନୁଯାୟୀ ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ ମଦ ବାର କୁ ବିରୋଧ କରି ଆଜି ସରପଞ୍ଚ ରେବତୀ ଜେନାଙ୍କ ନେତୃତ୍ୱରେ ବହୁ ମହିଳା ଓ ବୁଦ୍ଧିଯିବି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରସ୍ତାବିତ ବାର ରାସ୍ତା ଦେଇ ଦୈନିକ ଶହ ଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି । ବାର ଖୋଲିବା ଦ୍ୱାରା ସେମାନଙ୍କ ଉପରେ କୁପ୍ରଭାବ ପଡିବାର ଆଶଙ୍କା ଦେଖାଦେଇଛି। ଏଥିସହ ମଦ ବାର ଖୋଲିବା ଦ୍ୱାରା ସ୍ଥାନୀୟ ପରିବେଶ ଦୂଷିତ ହେବ ବୋଲି ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦ କରି  ବାଲିଆ ପଂଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିରରେ ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ପ୍ରସ୍ତାବିତ ବାର ବନ୍ଦ କରିବାକୁ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି।

Related Post

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Posted by - December 20, 2019 2
ଭୁବନେଶ୍ୱର :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶର ଜିଲ୍ଲା…

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା : କଟକ ଜିଲ୍ଲାପାଳ

Posted by - October 31, 2020 0
କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ…

ନୂଆପଡ଼ା ଗସ୍ତରେ ଅସିତ୍ ତ୍ରିପାଠୀ, ଖଡିଆଳଠାରେ ଟାଉନ୍ ହଲ୍ ଓ ଅଡିଟୋରିଅମର ଶିଳା ନ୍ୟାସ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ…

ରବି ଧାନ ସଂଗ୍ରହ ରେ ଅବ୍ୟବସ୍ଥା କୁ ନେଇ ସମବାୟ ସମିତିରେ ଉତ୍ତେଜନା

Posted by - June 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରବି ଧାନ ସଂଗ୍ରହ ରେ ଅବ୍ୟବସ୍ଥା କୁ ନେଇ ସମବାୟ ସମିତିରେ ଉତ୍ତେଜନା। ଭାରପ୍ରାପ୍ତ ଏ ଆର ସି ଏସ ଏବଂ ଅତିରିକ୍ତ…

ଝାରସୁଗୁଡା ପୋଲିସ ଶୁଣୁନି,ନ୍ୟାୟ ପାଇ ପରିବାର ଡିଆଇଜି ଙ୍କ ଦ୍ବାରସ୍ତ

Posted by - January 16, 2022 0
ଝାରସୁଗୁଡା:(ରମାକାନ୍ତ ବିଶ୍ବାଳ)ଭାଇ କୁ ହତ୍ୟା କରିଥିଲେ ବି ଝାରସୁଗୁଡା ପୋଲିସ ନଶୁଣିବାରୁ ପରିବାର ଉତ୍ତରାଂଚଳ ଡିଆଇଜି ଦ୍ବାରସ୍ତ ହେଲେ ନ୍ୟାୟ ପାଇଁ । ଝାରସୁଗୁଡା ଜିଲ୍ଲା ବେଲପାହାଡ…