ଦଳିତ ଦମ୍ପତି ନିର୍ଯାତନା ମାମଲା ରେ ନୂଆ ମୋଡ଼

107 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳରେ ହୋଇଥିବା ଦଳିତ ଦମ୍ପତି ନିର୍ଯାତନା ମାମଲା ରେ ନୂଆ ମୋଡ଼। ଏହି ବିବାଦ ରେ ଛନ୍ଦି ହୋଇଥିବା କୋରେଇ ଥାନା ଅଧିକାରୀ ଙ୍କ ସପକ୍ଷରେ ବାହାରିଲେ ଲୋକେ।ଥାନା ଅଧିକାରୀ ଙ୍କୁ ଟାର୍ଗେଟ କରି କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ତାଙ୍କ ବଦଳି ଦାବି କରୁଥିବା ବେଳେ ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ  ଥାନା ଅଧିକାରୀ ଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ।

ସ୍ଥାନୀୟ ଅଞ୍ଚଳର ଦଳିତ ମହିଳା ପୁରୁଷ ଏବଂ ସ୍ଥାନୀୟ ପ୍ରତିନିଧି ସମିତି ସଭ୍ୟ ମାନେ ଏହି ଦାବି କରିଛନ୍ତି । ରାଜନୀତି ଓ ଆକ୍ରୋଶ ମୂଳକ ଭାବେ ଯାହାର  ଦୁର୍ନିତୀ କରୁଥିବା ବ୍ୟକ୍ତି ଙ୍କ ଉପରେ ଆଞ୍ଚ ଆସୁଥିବାରୁ ମିଛ କେଶ୍ ରେ ଫସାଇବା ସହ ତାଙ୍କୁ ଥାନା ରୁ ଅନ୍ୟ ଥାନାକୁ ବଦଳି କରିବା ପାଇଁ ଚେଷ୍ଟା କରୁଛନ୍ତି କିଛି ମୁଷ୍ଟି ମେୟ ଲୋକ ।

ତେଣୁ ଯଦି ଆମ ଥାନା ଅଧିକାରୀ ଙ୍କୁ ଏଠାରେ ରଖା ନଯାଏ କି ଆମର ଦାବି କୁ ନ ଶୁଣାଯାଏ ତେବେ ଆଗାମୀ ଦିନରେ ହଜାର ହଜାର ଦଳିତ ମହିଳା ପୁରସ ଏକାଠି ହେବା ସହ  ରାଜ ରାସ୍ତାକୁ ଓହ୍ଲାଇ ବା ସହ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

Related Post

ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ

Posted by - August 15, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାସ୍କୁଲ ପଡିଆରେ ଜିଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ…

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ :- ପୋଲିସ ଡିଜି ଅଭୟ

Posted by - April 4, 2020 216
ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ…

ବାଷ୍ପ ନିଶ୍ୱାସ ଚିକିତ୍ସା SARS-CoV-2 ବା କୋଭିଡ ୧୯ ଜୀବାଣୁ ନିଷ୍କ୍ରିୟ କରିବାକୁ ସାମର୍ଥ୍ୟ

Posted by - April 22, 2021 0
(ଡ: ଅନନ୍ୟା ମଣ୍ଡଳ) ସାରା ବିଶ୍ଵ ରେ ୬୧.୪୯ ମିଲିୟନରୁ ଅଧିକ ଲୋକ ଭୟଙ୍କର ତୀବ୍ର ଶ୍ବାସକ୍ରିୟା ସିଣ୍ଡ୍ରୋମ କରୋନାଭାଇରସ୍ 2 (SARS-CoV-2) ଦ୍ଵାରା ସଂକ୍ରମିତ ହୋଇଛନ୍ତି…

ଆଦିମ ଜନଜାତି ଡଙ୍ଗରିଆ କନ୍ଦ ସାନି ମତଦାନରେ ହେଲେ ସାମିଲ

Posted by - February 26, 2022 0
ମୁନିଗୁଡା:(ରାମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲାର ନିୟମଗିରିର ଆଦିମ ଜାନଜାତି ଡଙ୍ଗରିଆ କନ୍ଦ ସାନି ମତଦାନରେ ହେଲେ ସାମିଲ। କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ସାନିମାତଦାନ। ତ୍ରିସ୍ତରୀୟ…