କୁମାର ପୂର୍ଣ୍ଣିମା ଅବସରରେ ବାପୁଜୀ ପାଠାଗାର ଜନ୍ମୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

78 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସିଂହପୁରରେ କୁମାର ପୂର୍ଣ୍ଣିମା ଅବସରରେ ବାପୁଜୀ ପାଠାଗାର ଜନ୍ମୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ବେହୁରିଆ ଯୋଗ ଦେଇଥିଲେ।

ରାଷ୍ଟପ୍ରତି ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଳିକଙ୍କ ନେତୃତ୍ୱରେ ବିଜୟିନୀ ଦାସଙ୍କ କୁମାର ପୂର୍ଣମୀ ଗୀତ ଗାନ କରିବା ସହିତ ହୁଳହୁଳିସଂଗୀତନାଚ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପରିଶେଷରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। 

Related Post

ଟିଟିଲାଗଡ଼ ଫଳ ଏବଂ ପରିବା ହୋଲସେଲରଙ୍କ ଜରୁରୀକାଳୀନ ବୈଠକ

Posted by - January 27, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସହରର ସମସ୍ତ ଫଳ ଏବଂ ପନିପରିବା ହୋଲସେଲର ମାନଙ୍କ ସ୍ଥାନୀୟ ଘଣ୍ଟାଶୁଣି ମନ୍ଦିରରେ ବିଭିନ୍ନ ସମସ୍ୟାକୁ ନେଇ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର

Posted by - June 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକର ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୨ ବର୍ଷ ପାଇଁ ପ୍ରକୃତିମିତ୍ର ପୁରସ୍କାର ଲାଭ କରିଛି ।…

ଗଡଜାତ ଅଞ୍ଜଳର ନୁଆଖାଇ

Posted by - September 5, 2022 0
ଏତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ…

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ସିନିୟର ୱିଙ୍ଗସରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

Posted by - April 8, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଅଜ୍ଞାନତା ରୁପି ଅନ୍ଧକାରରୁ ବାହାରକୁ ଆଣିବା ଲୋକ ତଥା ଜିବନ ପାଇଁ ଦିଗ ଦର୍ଶନ ଦେବା ବ୍ୟକ୍ତି ହେଉଛନ୍ତି ଗୁରୁ , ଦୁଇ ବର୍ଷ…

ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ୧୪୪ ତମ ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ତାଙ୍କର ଜନ୍ମ…