Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ,

64 0

ଅବ୍ୟବସ୍ଥା ଭିତରେ ଚିକିତ୍ସାଳୟ

ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପାଣି ଗଳିବl ଏକ ଭିଡିଓ ଆଜି ଆମ କେମେରାରେ କଏଦ ହୋଇଛି !ଟିକିଏ ବର୍ଷା ରେ ମୁଖ୍ୟ ଚିକିତ୍ସାଳୟ ଫାଟକ ପାଖରୁ ଆରମ୍ଭ ଉପର ମହଲା ସିଡ଼ି ରାସ୍ତା ଯାହାକି ନୂତନ ଶୈଳୀରେ ତିଆରି ହୋଇଥିବା ଏମରଜେନସି କେବିନ କୁ ଯିବାବେଳେ ଟିକିଏ ବର୍ଷା ରେ ପାଣି ଗଳୁଛି ଆଜି ପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ର ଆକଳନ ସୂଚନା ଫଳକ ନାହିଁ ଏବଂ ସରକାର ଙ୍କ କେଉଁ ଯୋଜନାରେ ତିଆରି କରାଯାଉଛି ଓ ସରକାରୀ ଯନ୍ତ୍ରୀ ର ଅଣ ଦେଖା ନାଁ ମଧୁଚନ୍ଦ୍ରିକା ରେ ଚାଲିଛି ନିର୍ମାଣ କାର୍ଯ୍ୟକ୍ରମ!ଜିଲ୍ଲା ପ୍ରଶାସନ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର!

Related Post

ନେହେରୁ ଯୁବ କେନ୍ଦ୍ର ତରଫରୁ ଗାନ୍ଧୀ ଜୟନ୍ତି ଅବସର ରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ

Posted by - October 2, 2022 0
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି (ଯୁବ ବ୍ୟାପର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ) ଏବଂ ଏନ.ଏ.ସି ଧର୍ମଗଡ ର…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ଏଇ ଓଡ଼ିଶା ପ୍ରଭାବ,ଟିଟିଲାଗଡ କମାନି ପରିବାରର ଖଜୁରପଡ଼ା ଜମି କଟିବା ଜାଲିୟାତି ମାମଲାରେ ବାଙ୍କେଲ ଆର ଆଇ ନିଲମ୍ବିତ

Posted by - August 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜୁଲାଇ ମାସରେ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନିଙ୍କ ମୁରିବାହାଲ ତହସିଲ ଅନ୍ତର୍ଗତ ଖଜୁରପଡ଼ାର ନିଜର ଚାଷ ଜମି ଇନ୍ସୁରାସ ପାଇଁ ଖଜଣା ବୁଝାଇବାକୁ…

ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥି ସଂଗଠନ ପକ୍ଷରୁ ୬ ଘଂଟିଆ ଓଡିଶା ବନ୍ଦ

Posted by - July 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ ) )ଦେଶରେ ପେଟ୍ରୋଲ ଡିଜେଲ ର ଅହେତୁକ ଦରବୃଦ୍ଧିକୁ ତିବ୍ର ସମାଲୋଚନା କରିଛି ବାମପନ୍ଥି ସଂଗଠନ ଓ କଂଗ୍ରେସ ଦଳ । ଦରବୃଦ୍ଧି ପ୍ରତିବାଦରେ…

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…