Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ବଜ୍ରାପାତ ରେ ଦୁଇ ବଳଦ ମୃତ

47 0

ଖପ୍ରାଖୋଲ :୦୭/୧୦ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁ ର ଶୁକ୍ରବାର ଦିନ ବଜ୍ରାପାତ ହେବାରୁ ଦୁଇ ବଳଦ ମୃତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ନାଗଡେରା ଗାଁ ର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛମୁଲେ ସବୁ ଦିନ ପରି ବଳଦ ମାନଙ୍କୁ ବାନ୍ଧି ରଖିଥିଲେ । ଦିନ ସମୟରେ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା ।

ଫଳରେ ଗଛ ମୂଳେ ଥିବା ଦୁଇଟି ବଳଦ କୁ ବଜ୍ରାପାତ ହେବା ଫଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚାଷୀ ଦ୍ବୟ ଙ୍କ ବଳଦ ମରିଯିବା ଫଳରେ ନିଜ ଚାଷ ଜମି କୁ କିପରି ଭାବରେ ଚାଷ କରିବେ ବୋଲି ଭାଙ୍ଗି ପଡିଛନ୍ତି । ଏଣୁ ଏନେଇ ପ୍ରଶାସନ ଧ୍ୟାନ ଦେଇ ଆବଶ୍ୟକ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

Related Post

ଚାଷୀଙ୍କ ବିକ୍ଷୋଭ ଓ ସ୍ମୃତି ସଭା

Posted by - November 6, 2022 0
ସମ୍ବଲପୁର: ୦୬/୧୦ (ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁର ଜ଼ିଲ୍ଲା କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇ ସରକାରଙ୍କ କୄଷିନିତି ର ଦୄଢ ବିରୋଧ…

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାବାତ୍ୟା “ୟସ”ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

Posted by - May 24, 2021 0
ଯାଜପୁର ଅଫିସ :ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - September 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ…

କିରାସିନି ଢାଳିହୋଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Posted by - March 14, 2020 15
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କିରାସିନି ଢାଳିହୋଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ଘଟଣା ଘଟିଛି ଯାଜପୁର ରୋଡ ଥାନା ନୂଆମାର୍କେଟ ଗାନ୍ଧିଛକ ନିକଟରେ। ସମ୍ପୃକ୍ତା ମହିଳା ଗତ ପାଞ୍ଚ…